କୋରାପୁଟ: ବିଧାନ ସଭା ଷ୍ଟାଣ୍ଡିଂ କମିଟି ଜୟପୁର ଆରଏମଏସି ୟାର୍ଡ ଧାନ ମଣ୍ଡି ପରିଦର୍ଶନ କରିଛି । ଏହି ଟିମରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିଧାୟକ ଅରବିନ୍ଦ ଢାଲି, ମେମ୍ବର ନିତ୍ୟା ନନ୍ଦ ଗୋଣ୍ଡ ଥିଲେ । କମିଟି ଚାଷୀଙ୍କ ସମସ୍ୟା ବୁଝିବା ସହ ଏସଏସଜି ଗ୍ରୁଫ ସହ ଆଲୋଚନା କରିଥିଲେ । କିଛି ଚାଷୀଙ୍କୁ ଟୋକେନ ମିଳି ନ ଥିବା, ମଣ୍ଡିରେ ଭିତ୍ତିଭୁମି ନ ଥିବା, ମିଲରମାନେ ଧାନକ୍ରୟରେ ଅସହଯୋଗ କରିବା ଆଦି କମିଟି ନିକଟରେ ଚାଷୀ ଅଭିଯାଗ କରିଥିଲେ । ଟିମ ସବୁ ତଥ୍ୟ ସଂଗ୍ରହ କରି ସରକାରଙ୍କୁ ରିପୋର୍ଟ ଦେବେ । ଏହି କମିଟି ସହ ଜିଲା ପ୍ରଶାସନ ତରଫରୁ ଏଡିଏମ ରାଜେନ୍ଦ୍ର ମାଝୀ, ଜିଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା, ଏସିସିଓ ସୁଶୀଲ କୁମାର ଜେନା, ଏମଆଇ ହରି ଶରଣ ମଲ୍ଲିକ, ଆରଏମସି ସମ୍ପାଦକ ଚନ୍ଦ୍ର ସେଠିଆ ଉପସ୍ଥିତ ଥିଲେ ।
BREAKING NEWS
- ପାରା ଗୋଡ଼ରେ ପାକିସ୍ତାନୀ ନମ୍ବର: ତଦନ୍ତ ଆରମ୍ଭ
- TMC ସାଂସଦ ମହୁଆ ମୋଇତ୍ରଙ୍କ ବଢିବ ସୁରକ୍ଷା: ହାଇକୋର୍ଟ ଦେଲେ ନିର୍ଦ୍ଦେଶ
- ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର
- ପୁରୁଣା ମାରୁତି କାର୍ ମାଲିକଙ୍କୁ ଆଶ୍ୱସ୍ତି: E20 ପେଟ୍ରୋଲ୍ ପାଇଁ ଉପଯୁକ୍ତ ୨୦୦୮ ପରର ସବୁ ମଡେଲ୍
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିପରି ରହିବ ଭାରତର ଭବିଷ୍ୟତ? ସୁନା ବିନିଯୋଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ବିଶ୍ଳେଷଣ
- ବିବାହର ୫ ମାସ ପରେ ଅଲଗା ହେଲେ ରାପର୍ ବାଦଶାହ ଓ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ
- ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପଦୋନ୍ନତି: ଏସ୍ପି ପାହ୍ୟାକୁ ଉନ୍ନୀତ ହେଲେ ୧୫ ଜଣ ଅତିରିକ୍ତ ଏସ୍ପି
- ଦୁଲୀପ ଟ୍ରଫି: ଫାଇନାଲରେ ଇଷ୍ଟ ଜୋନ, ଅଧିନାୟକ ଭାବେ ଈଶାନ ଏବେ ବି ଅପରାଜେୟ
- ସମୟର ରହସ୍ୟ: କାହିଁକି ଭାରତ ଓ ଚୀନ୍ରେ ଗୋଟିଏ ଟାଇମ୍ ଜୋନ୍ ଥିବାବେଳେ ଫ୍ରାନ୍ସରେ ଅଛି ଏକାଧିକ?

Comments are closed.