ମୁମ୍ବାଇ: ବଲିଉଡ୍ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅଲିଅଳି ଝିଅ ଜାହ୍ନବୀ କପୁର ଏବେ ଟଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ।ଏକାଧିକ ପ୍ରୋଜେକ୍ଟ ନେଇ ବ୍ୟସ୍ତ ଥିବା ଜାହ୍ନବୀ ଖୁବ୍ଶୀଘ୍ର ସାଉଥ୍ ସୁପରଷ୍ଟାର ଜୁନିୟର ଏନ୍ଟିଆରଙ୍କ ସହ ନଜରକୁ ଆସିବେ । ଫିଲ୍ମର ଟାଇଟେଲ୍ ରହିଛି ‘ଏନ୍ଟିଆର ୩୦’ ଯାହାର ନିର୍ଦ୍ଦେଶନା ଦେଉଛନ୍ତି କୋରତାଲା ଶିବା । ଖୁବ୍ଶୀଘ୍ର ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ । ଏହି ଫିଲ୍ମ ଜୁନିୟର ଏନ୍ଟିଆରଙ୍କ ପାଇଁ ବିଗ୍ ବଜେଟ୍ର ମୁଭି । ଏହା ପୂର୍ବରୁ ଜାହ୍ନବୀ ମାଲାୟଲମ୍ ଥ୍ରିଲର ଫିଲ୍ମ ‘ହେଲେନ୍’ର ରିମେକ୍ ଫିଲ୍ମ ‘ମିଲି’ରେ ଅଭିନୟ କରିଥିଲେ । ଏଥିସହ ଚଳିତ ବର୍ଷ ଅଗଷ୍ଟ ରେ ରିଲିଜ୍ ହେବାକୁ ଥିବା ତେଲୁଗୁ ଫିଲ୍ମ ‘ଜନ ଗଣ ମନ’ରେ ଦେଖିବାକୁ ମିଳିବେ ଜାହ୍ନବୀ ।
BREAKING NEWS
- MY Bharat-National Sports Day ପାଇଁ ପ୍ରସ୍ତୁତି ଜୋରଦାର: କ୍ରୀଡା ପ୍ରତି ବଢିବ ଆଗ୍ରହ
- ଦୁଇ ବର୍ଷରେ ସାପକାମୁଡ଼ାରେ ଏହି ଜିଲ୍ଲାରେ ଗଲାଣି ୮୯ରୁ ଅଧିକ ଜୀବନ; ପାଲଟିଛି ଚିନ୍ତାର ବିଷୟ
- ଦିନକ ପରେ ରାକ୍ଷୀ ବାନ୍ଧିଥାନ୍ତେ ରକ୍ଷା ପାଇଁ…ହେଲେ ଭକ୍ଷକ ସାଜିଲା ଭାଇ, ଦୁଇ ଭଉଣୀଙ୍କୁ ଗୁଳି କରି ମାରିଲା…
- Cuttack Bali Yatra: ଉଭୟ ଉପର, ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ
- MMDR ସଂଶୋଧିତ ଆଇନକୁ ନେଇ ବିରୋଧୀଙ୍କ ଜୋରଦାର ବିରୋଧ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା କଂଗ୍ରେସ, କଟାକ୍ଷ କଲା ବିଜେପି
- Asia Rugby Emirates Sevens Series: ଏସିଆ ରଗ୍ବୀ ସେଭେନ୍ସ ସିରିଜ୍ ପାଇଁ ଭାରତୀୟ ଦଳIଘୋଷଣା; ୬ ଓଡ଼ିଆ ଖେଳାଳି ସାମିଲ
- Nepal Flood: ନେପାଳରେ ପ୍ରକୃତିର କରାଳ ରୂପ, ଭୟଙ୍କର ବନ୍ୟାରେ ଧୋଇଗଲା ପୂରା ଗାଁ, ୧୦୫ ଭାରତୀୟ ନିଖୋଜ…
- ଅଗଷ୍ଟ ୨୮ରେ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ…
- ସିଲେକ୍ସନ ନୁହେଁ ଏଥର ଓସିଏରେ ନିର୍ଵାଚନ !
- Maoist Dump: ଜଙ୍ଗଲରୁ ମାଓବାଦୀ ଡମ୍ପ ଠାବ;ଦେଶୀ ବନ୍ଧୁକ, ଆଇଡି ଓ ବିସ୍ଫୋରକ ଜବତ

Comments are closed.