ମୁମ୍ବାଇ: ବିଗ୍ବସ ସିଜନ୍ ୧୬ର ପତିଯୋଗୀ ସାଜିଥିବା ଅଭିନେତ୍ରୀ ଟିନା ଦତ୍ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ବିଗ୍ବସ ଘରୁ ବାହାରିବା ପରେ ତାଙ୍କୁ ଅନେକ ଅଫର ମିଳିଛି । ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ନୂଆ ଧାରାବାହିକ ‘ହମ୍ ରହେ ନା ରହେ ହମ୍’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ମିଳିଛି । ଏହି ଧାରାବାହିକରେ ଟିନାଙ୍କ ସହିତ ଅଛନ୍ତି ଅଭିନେତା ଜୟ ଭାନୁଶାଳୀ । ନିକଟରେ ଏହି ଧାରାବାହିକର ପ୍ରୋମୋ ପ୍ରସାରିତ ହେଉଛି । ଏଥିରେ ଏହି ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଏହି ଧାରାବାହିକ ଆସନ୍ତା ଏପ୍ରିଲ ୧୦ରୁ ପ୍ରସାରଣ ହେବ ।
BREAKING NEWS
- ଭାରତରେ କମୁଛି ଜନ୍ମହାର: ଚିନ୍ତା ପ୍ରକଟ କଲେ ଏଲୋନ ମସ୍କ
- ‘ମୁଁ ହିନ୍ଦୁ ଏବଂ ମୋର ପରିଚୟ ଛାଡିପାରିବି ନାହିଁ…’, କାହିଁକି ଏପରି କହିଲେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର?
- ବଲାଙ୍ଗୀରରେ ବେଆଇନ କଫ ସିରପ ଜବତ: ୮୦୦ରୁ ଅଧିକ ବୋତଲ ସିଜ୍ ଏବଂ ୫ ଗିରଫ
- ସୁରକ୍ଷିତ ହେବ ସୂର୍ଯ୍ୟ ମନ୍ଦିର, ଗର୍ଭଗୃହରୁ ଖୁବଶୀଘ୍ର ବାହାରିବ ବାଲି
- ଟି-୨୦ ଦଳରେ କାହିଁକି ସ୍ଥାନ ପାଇଲେ ନାହିଁ ରଜତ ପାଟିଦାର? ଚୟନକର୍ତ୍ତାଙ୍କ ଅବହେଳା ନା ଅନ୍ୟ କାରଣ?
- ସୌମ୍ୟରଞ୍ଜନ ହତ୍ୟା ମାମଲା: ଏଡିଜି ଗଙ୍ଗୱାରଙ୍କ ସଂପୃକ୍ତିଙ୍କୁ ନେଇ ପୁଣି ଅଭିଯୋଗ
- ଆଗାମୀ ୪ ଦିନ ଯାଏଁ ଓଡ଼ିଶାରେ ଲାଗି ରହିବ କାଳବୈଶାଖୀ ବର୍ଷା: ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ
- Yusuf Pathan denies: କ’ଣ ୟୁସୁଫ ପଠାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ ମମତା? ନିଜେ ସାଂସଦ କଲେ ଖୁଲାସା..
- No Charge from PMJAY Patients: ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ରୋଗୀଙ୍କଠାରୁ ଆଉ ନେଇପାରିବେନି ଟଙ୍କା…ହଠାତ୍ ହସ୍ପିଟାଲରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ
Comments are closed.