ଭୁବନେଶ୍ୱର: ଆଗକୁ ଆସୁଛି ଓଡ଼ିଆ ଫିଲ୍ମ ‘ଅନ୍ତର୍ଯ୍ୟାମୀ’ । ଏଥିରେ ଓଲିଉଡ୍ର ଚକୋଲେଟ୍ ବୟ ବାବୁସାନ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଓଡ଼ିଆ, ତେଲୁଗୁ, ତାମିଲ, ମାଲୟାଲାମ୍ ଓ କନ୍ନଡ ଆଦି ୬ଟି ଭାଷାରେ ନିର୍ମିତ ହୋଇଛି । ଏଥିରେ ବାବୁସାନଙ୍କ ବିପକ୍ଷରେ ନାୟିକ ସାଜିଛନ୍ତି ବେଦବିକା । ଅନ୍ୟମାନଙ୍କ ଶ୍ରୀତମ ଦାସ ଓ ତେଲୁଗୁ ସିନେ ଇଣ୍ଡଷ୍ଟ୍ରିର କସ୍ତୁରୀ ଶଙ୍କରଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି । ଏଥିରେ ଶିବ ସତ୍ୟମ୍ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ଅମ୍ରିତ ନିସାଦ ଓ ଅଭିରାମ । ନିକଟରେ ଏହାର ପୋଷ୍ଟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ‘ଦମନ’ର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଏବଂ ଅଭିନେତ୍ରୀ ଶୀତଲ ଯୋଗ ଦେଇଥିଲେ । ଫିଲ୍ମ ‘ଦମନ’ର ସଫଳତା ପରେ ଏହି ଫିଲ୍ମ ଲୋକଙ୍କ ଆଦୃତ ହେବ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିôଛିି ।
BREAKING NEWS
- ସାମ୍ବାଦିକାଙ୍କୁ ଆଖି ମାରିଲେ ପାକିସ୍ତାନୀ ସେନା ପ୍ରବକ୍ତା, ଭିଡିଓ ଭାଇରାଲ…
- RBIରେ ଇଣ୍ଟର୍ନସିପ୍ର ବଡ଼ ସୁଯୋଗ, ମାସକୁ ମିଳିବ ଏତେ ଟଙ୍କା
- ବେଆଇନ କଫ୍ ସିରପ ଚୋରାଚାଲାଣ ମାମଲାରେ ୧୮୧ ଗିରଫ
- ଦୁଇ ଦିନିଆ ମଣିପୁର ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- Whatsappରେ ଯଦି ଏହି ଭୁଲ କରୁଛନ୍ତି ସିଧା ହୋଇଯିବ ଜେଲ୍, ଜାଣନ୍ତୁ ନିୟମ…
- ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫:ମହିଳା ପ୍ରି କ୍ୱାର୍ଟରରେ ଉନ୍ନତି, ଅନମୋଲ, ତନଭି,ଅଦିତି
- ଜୁନିୟର ହକି ବିଶ୍ୱକପ: ଆର୍ଜେଂଟିନାକୁ ହରାଇ ଭାରତ ଜିତିଲା ବ୍ରୋଞ୍ଜ
- କିଟକୁ ମିଳିଲା ସିଆଇଆଇ ପୁରସ୍କାର…
- ତହସିଲଦାରଙ୍କ ଗାଡ଼ି ସିଜ୍ ପରେ ଜମି ମାଲିକଙ୍କୁ ମିଳିଲା କ୍ଷତିପୂରଣ ଟଙ୍କା
- ମୋଦିଙ୍କ କାର୍ କାହିଁକି ହୋଇଥାଏ କଳା ରଙ୍ଗର ? ଜାଣନ୍ତୁ କାରଣ…
Comments are closed.