ଭୁବନେଶ୍ବର: ଅନୁଗୁଳ ଓ ଗଜପତି ଜିଲ୍ଲା ପାଇଁ ୪ ନେତାଙ୍କୁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି । ଅନୁଗୁଳ-ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚିନ୍ମୟ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି । ନେଫୁ ଦାସ ଛେଣ୍ଡିପଦା-ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ ହୋଇଛନ୍ତି । ସେହିପରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଶଶୀଭୂଷଣ ମହାନ୍ତିଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଥିବାବେଳେ ପୃଥ୍ବୀରାଜ ସାହୁଙ୍କୁ ମୋହନା ଦାୟିତ୍ବ ଦିଆଯାଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି ।
BREAKING NEWS
- ‘ସୀମା ପୁନଃ ନିର୍ଦ୍ଧାରଣ ବିଲ’କୁ ନେଇ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ
- ପ୍ରବଳ ଗ୍ରୀଷ୍ମ ପ୍ରବାହ, ୨୧ ଯାଏଁ ବଲାଙ୍ଗୀରରେ ସ୍କୁଲ ଓ କଲେଜ ଛୁଟି ଘୋଷଣା
- ଲୋକସେବା ଭବନରୁ ଏସି ଚୋରି ଘଟଣା, ୨ ଗିରଫ
- Rahul Gandhi On Women’s quota bill: ମହିଳା ସଂରକ୍ଷଣ ନେଇ ରାହୁଲଙ୍କ ଅଭିଭାଷଣ, ଲୋକସଭାରେ ପ୍ରବଳ ହଙ୍ଗାମା
- ଏକା ସାଙ୍ଗରେ ୧୭ ସିଆରସିସିଙ୍କ ଇସ୍ତଫା, କାରଣ ଅସ୍ପଷ୍ଟ…
- Mysterious death Of Terrorist in Pak: ଭୟରେ ଥରୁଛି ପାକିସ୍ତାନ, ସଫା ହେଉଛନ୍ତି ଆତଙ୍କବାଦୀ
- ‘ଦେଶର ନାରୀ ଶକ୍ତି ପକ୍ଷରୁ…’, ସାଂସଦମାନଙ୍କୁ ମହିଳା କୋଟା ବିଲ୍ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ବ୍ରହ୍ମାଣ୍ଡ ରହସ୍ୟ ଉପରୁ ପରଦା ଉଠିଲା, ପ୍ରଥମ ଥର ପାଇଁ ମପାଗଲା…
- Helicopter crash: ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ…୨୪ ଘଣ୍ଟା ଧରି ଥିଲା ନିଖୋଜ;୮ ଜଣଙ୍କର ମୃତ୍ୟୁ
- ମଣିଷମାନେ ମଧ୍ୟ ପ୍ରାଣୀଙ୍କ ଭାଷା ବୁଝିପାରନ୍ତି କି? ଜାଣନ୍ତୁ କଣ କହୁଛି ବିଜ୍ଞାନ
Comments are closed.