Latest Odisha News

BREAKING NEWS

ନୂଆଦିଲ୍ଲୀ ଯିବାକୁ ଥିବା ଦୂରନ୍ତ ଏକ୍ସପ୍ରେସ ବୁଧବାର ଦିନ ବିଳମ୍ବରେ ଛାଡ଼ିବ: ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର: ନୂଆଦିଲ୍ଲୀ ଯିବାକୁ ଥିବା ଦୂରନ୍ତ ଏକ୍ସପ୍ରେସ ବୁଧବାର ଦିନ ଏହା ଭୁବନେଶ୍ୱର ଷ୍ଟେସନରୁ ସକାଳ ୭ଟା ୪୦ ପରିବର୍ତ୍ତେ ଦିନ ଗୋଟାଏ ୩୦ରେ ଛାଡ଼ିବ ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରେଳବାଇ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ପ୍ରଦାନ କରାଯାଇଛି ।

ଏହି ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି ଯେ, ଯୋଗାଯୋଗ କରୁଥିବା ଟ୍ରେନଟି ବିଳମ୍ବରେ ଭୁବନେଶ୍ୱର ପହଞ୍ଚିବା ଜନିତ କାରଣରୁ ଟ୍ରେନଟିର ଚଳାଚଳରେ ପରିବର୍ତ୍ତନ କରାଯାଇଛି ।

Leave A Reply

Your email address will not be published.