ଭୁବନେଶ୍ବର: ପଦ୍ମ ସମ୍ମାନରେ ସମ୍ମାନିତ ଓଡିଶାର କୃତୀ ସନ୍ତାନ ମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି । ଅପ୍ରେଲ ୨୦୨୪ରୁ ଓଡିଶାର କୃତୀ ସନ୍ତାନମାନଙ୍କୁ ଏହା ପ୍ରଦାନ କରାଯିବ । ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚଳିତ ବର୍ଷ ଅପ୍ରେଲ ମାସ ଠାରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ।
BREAKING NEWS
- ୧୧ ଜିଲ୍ଲାରେ ପ୍ରବଳ ଝଡବର୍ଷା ସମ୍ଭାବନା…
- Wife Not Husband’s Property: ‘ସ୍ବାମୀଙ୍କ ସମ୍ପତ୍ତି ନୁହେଁ ସ୍ତ୍ରୀ…’, ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ, ଆବେଦନ ଖାରଜ ସହ ଲଗାଇଲେ ୫୦ ହଜାର ଟଙ୍କା ଜରିମାନା
- ପାଣ୍ଡିଆନ୍ଙ୍କ ଚାପ୍ଟର କ୍ଲୋଜ୍? ‘କାର୍ତ୍ତିକେୟନ’ ବଦଳରେ ନବୀନ କାହିଁକି ‘ସୁଜାତା ରାଉତ’ ବୋଲି ପରିଚୟ ଦେଲେ?
- ତାମିଲନାଡୁ ଗ୍ୟାସ ଲିକ୍ ଘଟଣା, ଓଡ଼ିଶାର ଆଉ ଜଣେ ମହିଳାଙ୍କ ମୃତ୍ୟୁ…
- ସ୍କୁଲ ବହିରେ ତ୍ରୁଟି ପ୍ରସଙ୍ଗ, ସରିଲା ତଦନ୍ତ
- ବିଜେଡିରେ ସୁଜାତା ମିଶିବା ପରେ ନବୀନଙ୍କ ବଡ଼ ଘୋଷଣା, ମୁଁ ନିର୍ବାଚନ…
- ୮ ବର୍ଷ ପୁରୁଣା ସେହି ଗୋଟିଏ ‘ଭୁଲ୍’; ହାଇକୋର୍ଟରେ ପହଞ୍ଚିବା ପରେ ବଦଳିଗଲା ରାହୁଲ ଗାନ୍ଧୀଙ୍କ ଆଭିମୁଖ୍ୟ!
- Samantha Ruth’s Pregnancy: ମା’ ହେବାକୁ ଯାଉଛନ୍ତି ସାମନ୍ଥା ପ୍ରଭୁ, ଇଣ୍ଟରଭ୍ୟୁ ମଝିରେ ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର…
- ଏଲ୍ ନିନୋର କରାଳ ଛାୟା: ଓଡ଼ିଶାର ଏହି ୮ଟି ଜିଲ୍ଲା ଉପରେ ସରକାରଙ୍କ ସ୍ୱତନ୍ତ୍ର ନଜର, ବଦଳିଯିବ ଚାଷର ପୁରୁଣା ତରିକା!
- ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ, ସରଗରମ ରାଜନୀତି…

Comments are closed.