Latest Odisha News

BREAKING NEWS

ବାଣ ଗୋଦାମ ଉପରେ ଚଢାଉ, ୩ ଗିରଫ

କଟକ: କଟକ ଜଗତପୁର ଥାନା ପକ୍ଷରୁ ଫୁଣି ଥରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରାଯାଇଛି।

ଏହି ଘଟଣାରେ କମିସନରେଟ ପୋଲିସ ୩ ଜଣଙ୍କୁୁ ଗିରଫ କରିବା ସହିତ ଗୋଟିଏ ଟ୍ରକ୍ ବାଣ ଜବତ କରିଥିବା ନେଇ ସୂଚନା ମିିିଳିିିଛି।

ତେବେ ଜବତ ବାଣର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହୋଇଥିବାବେଳେ ଏନେଇ ପୋଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ତ୍ରିଲୋଚନପୁର ଏବଂ ମହାଜନପୁର ଅଞ୍ଚଳରେ ପୋଲିସ ଚଢ଼ାଉ କରି ୫୦ ଲକ୍ଷ ଟଙ୍କାର ବାଣ ଜବତ କରିଥିଲା।

Leave A Reply

Your email address will not be published.