Latest Odisha News

ଆସନ୍ତା ୪ରେ ବନ୍ଦ ରହିବ କୋରାପୁଟ

କୋରାପୁଟ: ଆସନ୍ତା ୪ ତାରିଖରେ କୋରାପୁଟ ଜିଲ୍ଲାରେ ଠପ୍ ହେବ ସେବା । ବନ୍ଦ ରହିବ ଜିଲ୍ଲାର ଚକ ଅଖ । ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ କୋରାପୁଟ ବନ୍ଦ ଡାକରା ଦେବେ ବିଭିନ୍ନ ସଂଗଠନ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୪ ତାରିଖରେ କୋରାପୁଟରେ ବିଭିନ୍ନ ସଂଗଠନମାନେ ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଯାହାକୁ ଜିଲ୍ଲା ଯୁବ କଂଗ୍ରେସ ମଧ୍ୟ ସମର୍ଥନ କରୁଛି । ଆସନ୍ତା ଶୁକ୍ରବାର ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କୋରାପୁଟରେ ବନ୍ଦ ଡାକରା ପାଳନ ହେବ ।

Leave A Reply

Your email address will not be published.