Latest Odisha News

BREAKING NEWS

ମାଷ୍ଟରସେଫ୍ ଟପ୍ ଟେନରେ ଓଡ଼ିଆ ପୁଅ ଅବିନାଶ

ଭୁବନେଶ୍ୱର: ‘ଷ୍ଟାରପ୍ଲସ’ର ଲୋକପ୍ରିୟ ରୋଷେଇ ଭିତ୍ତିକ କାର୍ଯ୍ୟକ୍ରମ ‘ମାଷ୍ଟରସେଫ ଇଣ୍ଡିଆ-୬’ର ଟପ ଟେନରେ ସ୍ଥାନ ପାଇଛନ୍ତି ଓଡିଆ ପୁଅ ଅବିନାଶ ନାୟକ ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଅବିନାଶଙ୍କ ଘର ।

ଅବିନାଶଙ୍କ ଏହି ସଫଳତା ପାଇଁ ତାଙ୍କୁ ସାରା ଓଡିଶାରୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟୁଛି ।

ପିଲାଟି ଦିନୁ ରୋଷେଇ ପ୍ରତି ରୁଚି ରଖିଥିବା ଅବିନାଶ ଆଜି ମାଷ୍ଟରସେଫ ଭଳି ଏକ ପ୍ଲାଟଫର୍ମରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ମନୋନୀତ ହୋଇଥିବାରୁ ବେଶ୍ ଖୁସିଥିବା କହିଛନ୍ତି ।

Leave A Reply

Your email address will not be published.