Latest Odisha News

BREAKING NEWS

୧୦ କୋଟି ଟଙ୍କାର ଗଞ୍ଜେଇ ଜବତ: ରାଜସ୍ଥାନକୁ ଚାଲାଣ ହେଉଥିଲା ଚାଲାଣ

କୋରାପୁଟ: ଥମୁନି ଗଞ୍ଜେଇ ଚୋରା ଚାଲାଣ। କୋରାପୁଟ ଜିଲ୍ଲା ଲମତାପୁଟ ପୁଡିଙ୍ଗ ଜଙ୍ଗଲରୁ ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ସବୁ ରାଜସ୍ଥାନକୁ ଚାଲାଣ ହେଉଥିଲା। ଖବର ପାଇ ମାଡିବସିଲା ପୋଲିସ।

ଗଞ୍ଜେଇ ଚାଲାଣ ବେଳେ ରାସ୍ ଛକ ନିକଟରେ ପୋଲିସ୍ ହାତରେ ଧରାପଡିଛି। ଘଟଣାରେ ପୋଲିସ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚୁରା କରିଛି । ଏହାସହ ସମସ୍ତ ଗଞ୍ଜେଇ ଜବତ କରିଛି। ତେବେ ଟ୍ରକ ଭିତରେ ଚାରା ଥିଲା। ଏହି ଚାରା ଭିତରେ ୧ ଟନ୍‌ରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିଲା।

ପୋଲିସ ଡ୍ରାଇଭରକୁ ଗିରଫ କରିବା ସହ ଉକ୍ତ ଟ୍ରକ ମଧ୍ୟ ଜବତ କରି ଅଧିକ ତଦନ୍ତ ଚଲାଇଛି।

Comments are closed.