Latest Odisha News

BREAKING NEWS

ଭଦ୍ରକ ଓ ନବରଙ୍ଗପୁରକୁ ମିଳିଲା ନୂଆ ଏସପି

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଆଇପିଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ତଦନୁଯାୟୀ ଦୁଇଟି ଜିଲ୍ଲା ପାଇଁ ଏସପିଙ୍କୁ ନିଯୁକ୍ତି ଦିଆଯାଇଛି।

ଭଦ୍ରକ ଏସପି ଏମ.ସନ୍ଦୀପ ସମ୍ପତଙ୍କୁ ନବରଙ୍ଗପୁର ଏସପି ଭାବରେ ବଦଳି କରାଯାଇଛି। ସେହିପରି କେନ୍ଦୁଝରର ଅତିରିକ୍ତ ଏସପି ମନୋଜ କୁମାର ରାଉତଙ୍କୁ ଭଦ୍ରକ ଏସପି ଭାବରେ ନିଯୁକ୍ତି ଦିଆଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Comments are closed.