Latest Odisha News

BREAKING NEWS

ନୂଆପଡ଼ାରେ ୫୬ଟି ନୂଆ ମତଦାନ କେନ୍ଦ୍ର

ଭୁବନେଶ୍ୱର: ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ  ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ ଅକ୍ଟୋବର ୯ ତାରିଖରେ ହେବାକୁ ଯାଉଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର.ଏସ୍. ଗୋପାଳନ ମଙ୍ଗଳବାର ଦିନ କହିଛନ୍ତି।

ଗତ ସପ୍ତାହରେ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଆବଶ୍ୟକ ହୋଇପଡିଛି।

 

Comments are closed.