Latest Odisha News

BREAKING NEWS

ଯୁକ୍ତ ୨ ନାମଲେଖା ଅବଧି ବୃଦ୍ଧି, ସୂଚନା ଦେଲା ସିଏଚଏସଇ…

ଭୁବନେଶ୍ୱର: ବଢ଼ିଲା ଯୁକ୍ତ ୨ ନାମଲେଖା ସମୟ ଅବଧି । ନାମଲେଖା ସମୟ ବଢ଼ିବା ନେଇ ସୂଚନା ଦେଲା CHSE । ବିନା ଜରିମନାରେ ଫର୍ମ ପୂରଣ ତାରିଖ ଆସନ୍ତା ୧୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି ।

ସେହିପରି ୨୦୦ ଟଙ୍କା ଜରିମାନାରେ ଫର୍ମ ପୁରଣ ତାରିଖ ୧୩ ରୁ ୧୮ ତାରିଖକୁ ବୃଦ୍ଧି କରାଯାଇଥିବା ସୂଚନା ରହିଛି । ୬୦୦ ଟଙ୍କା ଜରିମାନାରେ ଫର୍ମ ପୁରଣ ତାରିଖ ୧୯ ରୁ ୨୧ ତାରିଖକୁ ବୃଦ୍ଧି କରାଯାଇଥିବା ନେଇ CHSE ପ୍ରକାଶ କରିଛି ।

Comments are closed.