ମୁମ୍ବାଇ : ପୁଣି ଏକାଠି ନଜର ଆସିବେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଏବଂ କ୍ରିତି ସାନନ୍ଙ୍କ ଭଉଣୀ ନୂପୁର ସାନନ । ଏ ଦୁହିଁଙ୍କୁ ଫିଲ୍ମ ‘ବେଲ ବଟମ୍’ରେ ଦେଖିବାକୁ ମିଳିବ । ଫିଲ୍ମରେ ନୂପୁର, ଅକ୍ଷୟଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ଏକ ପୋଷ୍ଟର ମଧ୍ୟ ରିଲିଜ ହୋଇଥିଲା । ଯାହାକୁ ଦର୍ଶକେ ବେଶ୍ ପସନ୍ଦ ମଧ୍ୟ କରିଥିଲେ ।
ସୂଚନା ମୁତାବକ ଏହି ଫିଲ୍ମ ଜରିଆରେ ନୂପୁର ବଲିଉଡରେ ଡେବ୍ୟୁ କରିବେ । ପୂର୍ବରୁ ଏହି ଫିଲ୍ମରେ ମୃଣାଲ ଠାକୁର, ଅକ୍ଷୟ କୁମାରଙ୍କ ଅପଜିଟ୍ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା । ଏବେ କିନ୍ତୁ ନୂପୁରଙ୍କ ନା ଫାଇନାଲ ହୋଇଛି । ସେ ସ୍କ୍ରିନ୍ ଟେଷ୍ଟରେ ପାସ୍ ମଧ୍ୟ ହୋଇଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ରିଲଜ ହେବ ।
ସେହିପରି ମ୍ୟୁଜିକ ଭିଡିଓ ଆଲବମ “ଫିଲହାଲ-୨” ମଧ୍ୟ ଖୁବଶୀଘ୍ର ରିଲିଜ ହେବ । ଏଥିରେ ପୁଣି ଥରେ ଅକ୍ଷୟ ଓ ନୂପୁରଙ୍କ ରୋମାନ୍ସ ଦେଖିବାକୁ ମିଳିବ । ପୂର୍ବରୁ ମ୍ୟୁଜିକ ଭିଡିଓ ଆଲବମ ‘ଫିଲହାଲ’ ଦର୍ଶକକୁ ବେଶ୍ ପସନ୍ଦ ଆସିଥିଲା । ଅଲବମ୍ଟି ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା ।
BREAKING NEWS
- ୨ ଉପମୁଖ୍ୟମନ୍ତ୍ରୀ ପଦବୀ ମାମଲା:ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ
- ମା’ଙ୍କ ଶେଷକୃତ୍ୟ ପାଇଁ ମିଳିଲା ପାରୋଲ: ୬୫୪ ଦିନ ପରେ ୫ ଘଣ୍ଟା ପାଇଁ ଜେଲ୍ ରୁ ବାହାରିଲେ ଚିନ୍ମୟ କୃଷ୍ଣ
- ‘କ୍ୟାାଟ କିଲର’ର ଭୟ! ୨୦ ବିଲେଇଙ୍କ ମୃତ୍ୟୁ; ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲେ ୫୦,୦୦୦ ଟଙ୍କା…
- Heavy Rain: କାଲି ଏହି ଜିଲ୍ଲାର ସମସ୍ତ ଅଙ୍ଗନବାଡି ,ସ୍କୁଲ୍ ଛୁଟି
- ଡକ୍ଟର ପ୍ରତିଭା ରାୟଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ସାହିତ୍ୟ ଅକାଦେମୀ ଫେଲୋସିପ୍ ପ୍ରଦାନ
- ଭୁବନେଶ୍ୱରବାସୀଙ୍କ ମୌଳିକ ସମସ୍ୟା ପ୍ରତି ଚରମ ଅବହେଳା ପ୍ରତିବାଦରେ ବି.ଏମ୍.ସି. ଘେରିଲା ଓଜେସି
- Odisha Orangutan Rescue:ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲଣ ପାଇଁ ଓଡ଼ିଶାକୁ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ: ମୁଖ୍ୟମନ୍ତ୍ରୀ
- ଏଥର ଆଗୁଆ ଆସିପାରେ ଖରାଦିନ, ଶୀଘ୍ର ସମାପ୍ତ ହୋଇପାରେ ମୌସୁମୀ: ପ୍ରସ୍ତୁତି ହେଲେଣି ରାଜ୍ୟ ସରକାର
- ଓରାଙ୍ଗ ଉଟାନ ଚାଲାଣରେ ସମ୍ପୃକ୍ତି ଥିବା ବ୍ୟକ୍ତି ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନେସନାଲ ଜୁ ଅଥରିଟିକୁ ଚିଠି
- ଟି ସର୍ଟ ମାଧ୍ୟମରେ ଅଗରକରଙ୍କୁ ଟାର୍ଗେଟ କରିଛନ୍ତି କି ରୋହିତ

Comments are closed.