ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣାଙ୍ଗା ବଜେଟ ଲୋକସଭାରେ ଉପସ୍ଥାପନ କରୁଛନ୍ତି । ବଜେଟ ଅଭିଭାଷଣର ପ୍ରଥମ ପର୍ଯ୍ୟାୟରେ ଗ୍ରାମୀଣ ବିକାଶ ଓ କୃଷି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ।-କୃଷି କ୍ଷେତ୍ରର ବିକାଶ ଲାଗି ୨.୩୮ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ।
– କୃଷି ଓ ଜଳ ସେଚନ ପାଇଁ ୧.୨ଲକ୍ଷ କୋଟି ଘୋଷଣା ।
-କୃଷି କ୍ଷେତ୍ରର ଉନ୍ନତି ପାଇଁ ୧୬ ସୂତ୍ରି ଯୋଜନା ।
-ପିଏମ୍ କୁସୁମ ଯୋଜନାରେ ଚାଷୀଙ୍କୁ ମିଳିବ ସୋଲାର ପମ୍ପ ।
-ଅନାବାଦି ଜମିରେ ବସାଯିବ ସୋଲାର ପ୍ଲାଂଟ ।
-କୃଷି ଜାତ ଦ୍ରବ୍ୟ ପରିବହନ ପାଇଁ କୃଷି ଉଡାନ ଓ କିଷାନ ରେଳ ଯୋଜନା ।
-କ୍ଷୀର, ମାଂସ, ମାଛର ପରିବହନ ଟ୍ରେନ୍ରେ ହେବ ।
-ମତ୍ସ୍ୟ ଚାଷୀଙ୍କ ପାଇଁ ନୂଆ ସାଗର ମିତ୍ର ଯୋଜନା ଆରମ୍ଭ ।
-ଖୋଲିବ ଅନ୍ଲାଇନ୍ ଅର୍ଗାନିକ ବଜାର ।
-୨୦୨୫ ସୁଧା ଦୁଗ୍ଧ ଉତ୍ପାଦନ ୨ ଗୁଣ କରାଯିବ ।
-କିଷାନ କ୍ରେଡିଟ୍ କାର୍ଡକୁ ୨୦୨୧ ପାଇଁ ବଢ଼ାଯିବ ।
– ଗ୍ରାମୀଣ ମହିଳାଙ୍କ ପାଇଁ ଧନଲକ୍ଷ୍ମୀ ଯୋଜନା ।
-ଗୋଚର ଭୂମିଗୁଡିକୁ ମନରେଗାରେ ଯୋଡାଯିବ ।
BREAKING NEWS
- ଆଇପିଏଲ: ଆୟାରଙ୍କ କମାଲ, ଫାଇନାଲରେ କେକେଆର
- କଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
- ଧୋନୀଙ୍କ ଅବସର ନେଇ ମୁହଁ ଖୋଲିଲେ ସିଏସକେ ସିଇଓ
- ଆଇପିଏଲ: କ୍ୱାଲିଫାୟରରେ ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ
- ପୁଣି ଫେରିଲା କରୋନା, ଚିହ୍ନଟ ହେଲା କୋଭିଡର ନୂଆ ଭାରିଆଣ୍ଟ
- ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ମତ୍ସଜୀବୀଙ୍କୁ ସମୁଦ୍ର ମନା
- ବଢୁଛି ରାହୁଲଙ୍କ ଅଡୁଆ, ଜୁନ ୧୧ରେ ହାଜର ହେବାକୁ ସମନ ଜାରି କଲା କୋର୍ଟ
- ବିଜେପି ୪୦୦ ନୁହେଁ ୩୦୦ ଭିତରେ ରହିବ: ପ୍ରଶାନ୍ତ କିଶୋର
- ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ ଅଛି ବୋଲି ପାଣ୍ଡିଆନ ନିଶ୍ଚିତ କରିପାରିବେ କି: ସମୀର ମହାନ୍ତି
- ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ