Latest Odisha News

BREAKING NEWS

ମ୍ୟାଚ ପରେ ବାଂଲାଦେଶ-ଭାରତ ଖେଳାଳିଙ୍କ ମଧ୍ୟରେ ମାରପିଟ

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ମ୍ୟାଚ ପରେ ବାଂଲାଦେଶ ଖେଳାଳି ଅତ୍ୟଧିକ ଖୁସିରେ ଭାରତୀୟ ଖେଳାଳିଙ୍କୁ ଥଟ୍ଟା କରିଥିଲେ ।

ଜଣେ ଭାରତୀୟ ଖେଳାଳି ଏହା ସହ୍ୟ କରି ନ ପାରି ବିପକ୍ଷ ଦଳର ଖେଳାଳିଙ୍କୁ ଧକ୍କା ଦେଇଥିଲେ । ଏହା ପରେ ଉଭୟ ଦଳ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଭାରତୀୟ ଦଳର କୋଚ ପାରସ ମାହାମ୍ବ୍ରେ ଏବଂ ଦୁଇ ଅମ୍ପାୟର ଖେଳାଳିମାନଙ୍କୁ ବୁଝା ଶୁଝା କରି ଅଲଗା କରିଥିଲେ ।

Leave A Reply

Your email address will not be published.