Latest Odisha News

BREAKING NEWS

ପଟପଡଗଞ୍ଜରେ ବାଜି ମାରିଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ:ଦିଲ୍ଲୀ ପଟପଡଗଂଜ ଅଚଂଳରୁ ଜିତିଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ବିଜେପି ପ୍ରର୍ଥୀଙ୍କୁ ହରାଇ ମନୀଷ ସିସୋଦିଆ ବାଜି ମାରି ନେଇଛନ୍ତି । ବିଜେପି ପ୍ରାର୍ଥୀ ରବିନ୍ଦର ସିଂହ ନେଗୀଙ୍କୁ ସେ ୨୧୯୬ ଭୋଟ୍‌ରେ ହରାଇଛନ୍ତି । ଚୂଡାନ୍ତ ଫଳାଫଳ ଆସିବା ପରେ ସେ ଗଣମାଧ୍ୟମଙ୍କୁ ବିଜୟ ସଂକେତ ଦେଖାଇଛନ୍ତି । ଏଥିସହ ଆପ୍ କର୍ମକର୍ତ୍ତାମାନେ ଖୁସି ମାନାଇଛନ୍ତି । ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କରିଛନ୍ତି । ଭୋଟ ଗଣତି ଶେଷ ସୁଦ୍ଧା ମନୀଷଙ୍କୁ ୫୯୫୮୯ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ରବିନ୍ଦର ସିଂହ ନେଗୀ ୫୭୫୧୬ ଖଣ୍ଡ ପାଇଛନ୍ତି ।

 

Leave A Reply

Your email address will not be published.