ମୁମ୍ବାଇ: ‘ଗୁଡ୍ ନୁ୍ୟଜ୍’ ଏବଂ ‘ସୂର୍ଯ୍ୟବଂଶୀ’ ପରେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଆଉ ନୂଆ ପ୍ରୋଜେକ୍ଟର ନାଁ ସାମ୍ନାକୁ ଆସିଛି । ଅଲ୍ ଇଣ୍ଡିଆ ଆଂଟି ଟେରରିଷ୍ଟ ଫ୍ରଣ୍ଟ (ଏଆଇଏଟିଏଫ) ଚେୟାରମ୍ୟାନ୍ ମନମିନ୍ଦର ସିଂହ ବିଟ୍ଟାଙ୍କ ବାୟୋପିକ୍ରେ ନଜର ଆସିବେ ଅକ୍ଷୟ କୁମାର । ଏନେଇ ଚର୍ଚ୍ଚା ଜୋର୍ ଧରିଛି ।
ସୂଚନା ମୁତାବକ, ରିଲାଆଏନ୍ସ ଏଂଟରଟେନ୍ମେଂଟ ଖୁବଶୀଘ୍ର ଏଆଇଏଟିଏଫ ଚେୟାରମ୍ୟାନ୍ ମନମିନ୍ଦର ସିଂହ ବିଟ୍ଟାଙ୍କ ଉପରେ ବାୟୋପିକ ତିଆରି କରିବା ନେଇ ଘୋଷଣା କରିଛି । ତେବେ ଏହି ଫିଲ୍ମର ଲିଡ୍ ରୋଲ ପାଇଁ ଅକ୍ଷୟ କୁମାରଙ୍କ ପ୍ରଥମ ପ୍ରସନ୍ଦ ରହିଛନ୍ତି । ଯଦି ସବୁ କିଛି ଠିକ୍ ରୁହେ ତେବେ ଅକ୍ଷୟଙ୍କୁ ମନମିନ୍ଦର ସିଂହ ବିଟ୍ଟାଙ୍କ ଭୂମିକାରେ ଦେଖିବାକୁ ମିଳିବ ।
BREAKING NEWS
- Trump cuts tariffs: କୃଷି ଏବଂ ଶିଳ୍ପ ଯନ୍ତ୍ରପାତି ଉପରେ ବଡ ଆଶ୍ବସ୍ତି ଦେଲେ ଡୋନାଲ୍ଡ ଟ୍ରମ୍ପ, ମିଳିପାରେ ଏହି ସବୁ ଲାଭ…
- ନେତାନ୍ୟାହୁଙ୍କ ଉପରେ ବର୍ଷିଲେ ଟ୍ରମ୍ପ: ହିଜବୁଲ୍ଲା ସହ ସଂଘର୍ଷକୁ ନେଇ କହିଲେ ପାଗଳ
- କଳା ବ୍ଲେଜର ଓ ଧଳା ସାର୍ଟ ପିନ୍ଧିବାର ରହସ୍ୟ ଖୋଲିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ
- ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରାମ ସହମତି: ବଡ଼ ଦାବି କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
- କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଅଭିଯୋଗ: ଘଟଣାର ଏଚଆରପିସି ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି
- କଟକ ଭୁବନେଶ୍ୱର ରାସ୍ତାରେ ଉତ୍ତେଜନା: ମୃତଦେହ ରଖି ପରିବାର ଲୋକଙ୍କ ରାସ୍ତାରୋକ
- ବାରଙ୍ଗ ହାଜତ ନିର୍ଯାତନା ମାମଲାରେ ନୂଆ ମୋଡ଼: ଯୁବକ ଦୁର୍ଘଟଣାରେ ଆହତ ହୋଇଥିବା ପୋଲିସର ଦାବି
- ରାଜସ୍ୱ ଆଦାୟ ବୃଦ୍ଧି ପାଇଁ ସରକାରଙ୍କ କଡ଼ା ଆଭିମୁଖ୍ୟ: ସମସ୍ତ ବିଭାଗକୁ ମିଳିଲା ୧୦ ପ୍ରତିଶତ ବୃଦ୍ଧି ଲକ୍ଷ୍ୟ
- ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ଓ ଏନଏଚଆରସି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ତଦନ୍ତର ଅଗ୍ରଗତି ନେଇ ହେଲା ସମୀକ୍ଷା
- ନରେନ୍ଦ୍ର ପୁଷ୍କରିଣୀରୁ ପୁଣି ମୃତଦେହ ଉଦ୍ଧାର;ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ପୋଲିସ
Comments are closed.