ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଦୁଇ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିତ ଥିବା ମଧୁସୂଦନ ପାଢ଼ୀଙ୍କୁ ଲ୍ୟାଣ୍ଡ ରେକର୍ଡସ ଆଣ୍ଡ ସେଟେଲମେଂଟର କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ମଧୁସୂଦନ ପାଢ଼ୀ ୧୯୯୧ ବ୍ୟାଚ୍ର ଆଇଏଏସ୍ ଆଫିସର ।
ସେହିପରି ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ମିଳିଛି । ସେ ଏବେ ପରିବହନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ୧୯୯୭ ବ୍ୟାଚ୍ର ବରିଷ୍ଟ ଆଇଏଏସ୍ ଅଫିସର ଡକ୍ଟର ପ୍ରମୋଦ ମେହେର୍ଦ୍ଦା ରାଜ୍ୟାପାଳଙ୍କ ପ୍ରମୁଖ ସଚବ ଏବଂ ପରିବହନ ସଚିବ ଭାବେ ୨ଟି ଯାକ ଦାୟିତ୍ୱ ତୁଲାଇବେ ।
BREAKING NEWS
- ପାଟିକୁ ସୁଆଦ, ପେଟକୁ ଶାନ୍ତି: ଜାଣନ୍ତୁ ଦକ୍ଷିଣ ଭାରତର ପ୍ରସିଦ୍ଧ ଖାଦ୍ୟ ଦୋସାର ଇତିହାସ..
- ମୁମ୍ବାଇରେ ଘୂର୍ଣ୍ଣିଝଡ଼ର ତାଣ୍ଡବ: ଏଯାବତ୍ ୧୨ ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ
- ଆଜି ଆସୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ
- ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଲେଢଇ: ୭୪ ପ୍ରତିଶତ ମତଦାନ, ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍
- ଶାନ୍ତିପୂର୍ଣ୍ଣ ଭାବରେ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ, ବଙ୍ଗଳାରେ ସର୍ବାଧିକ ଭୋଟିଂ
- ଖରାଦିନେ ଖାଆନ୍ତୁ ତାଳସଜ, ମିଳିବ ଅନେକ ଫାଇଦା
- ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛି ବିଜେଇଏମ୍-୨
- ବିଜେଡି ନେତ୍ରୀ ଅପୂର୍ବା ଅପରୁପାଙ୍କ କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ
- ବ୍ରହ୍ମପୁରରେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ
- ଚାଲିଗଲେ ବିହାରର ‘ମୋଦୀ’, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା