ଭୁବନେଶ୍ୱର: ଗତକାଲିଠୁ ରାଜଧାନୀ ଭୁବନେଶ୍ୱରେ କଡାକଡି ହୋଇଛି ଟ୍ରାଫିକ ନିୟମ । ଆଜି ଦ୍ୱିତୀୟ ଦିନରେ ମଧ୍ୟ ଟ୍ରାଫିକ୍ ଚେକିଂ ଜୋରଦାର ହୋଇଛି । ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍କୁ ପରିବହନ ବିଭାଗ ସିଜ କରିଛି । ବସ୍ର ଫିଟ୍ନେସ୍ ସାର୍ଟିଫିକେଟ ଓ ରେଜିଷ୍ଟ୍ରେସନ ନଥିବାରୁ ଉଭୟ ଗାଡିକୁ ୨୫ ହଜାର ୫ଶହ ଲେଖାଏଁ ଚାଲାଣ କଟାଯାଇଛି । ଫିଟ୍ନେସ୍ ସାର୍ଟିଫିକେଟ ପାଇଁ ୫ ହଜାର, ପ୍ରଦୂଷଣ ପାଇଁ ୧୦ ହଜାର ଓ ପରମିଟ୍ ନଥିବାରୁ ୧୦ ହଜାର ଫାଇନ କଟାଯାଇଛି । ରବିବାରଠୁ ଟ୍ରାଫିକ୍ ଆଇନକୁ କଡାକଡି କରାଯାଇ ଟ୍ୱିନ୍ ସିଟିରେ ପ୍ରାୟ ୬ ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି ।
BREAKING NEWS
- ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ କଟକଣା
- ହାଇଦ୍ରାବାଦର ନଗ୍ନ ଚିତ୍ର: ଲାଗେ ଝିଅ ବଜାର, ବିବାହ ବିଚ୍ଛେଦ ସାଙ୍ଗକୁ ନୋଟ୍ ବିଡା
- ନୟନତାରା ଓ ବିଗ୍ନେଶଙ୍କ ବିରୋଧରେ ମାମଲା ଦାୟର: ଅଭିନେତ୍ରୀଙ୍କୁ ଜବାବ ତଲବ
- ନୀଳ ଜିଭ ଥିବା ଝିଟିପିଟି ଚାଲାଣ ଅଭିଯୋଗରେ ବିମାନବନ୍ଦରରୁ ୨ ଗିରଫ
- ହାସିନାଙ୍କ ଭଳି ଭାରତରେ ଶରଣ ନେଇ ପାରିବେ କି ଯେକୌଣସି ଦେଶର ନେତା?
- ରାଜକୀୟ ଢଙ୍ଗରେ ୨ ମାସ ପରେ ପୁଣି ଦ୍ବିତୀୟ ଥର ବିବାହ କଲେ ଅଦିତି
- ସିପିଆର କେତେ ଲାଭଦାୟକ, ହୃଦଘାତ ସମୟରେ ସାହାଯ୍ୟ ଦିଏ କି?
- ରାଗ ଶୁଝାଇବେ ନା ଚୁପ୍ ରହିବେ ?
- ‘ହେବେ ଯଦି ମୁଖ୍ୟମନ୍ତ୍ରୀ ହେବେ, ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେନି ସିନ୍ଦେ’
- ବିଧାୟକଙ୍କୁ ଆକ୍ରମଣ ଘଟଣା: ଜାମିନ ଆବେଦନ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ
Comments are closed.