ନୂଆଦିଲ୍ଲୀ: କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଛି ନିର୍ଭୟା ଦୋଷୀ ପବନ ଗୁପ୍ତା । ଫାଶୀ ତାରିଖ ଘୁଂଚାଇବା ପାଇଁ ସେ ଏଭଳି ଯୋଜନା କରିଛି । ପବନର ଓକିଲ ଏପି ସିଂହ ରାଷ୍ଟ୍ରପତିଙ୍କ ତାର ରାଜକ୍ଷମା ଆବେଦନ କରିଛନ୍ତି ।
ସେପଟେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି । ଆସନ୍ତାକାଲି ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ମନା କରି ଦେଇଛନ୍ତି ଦିଲ୍ଲୀ ପଟିଆଲ ହାଉସ କୋର୍ଟ । ଫାଶୀ ତାରିଖ ଘୁଂଚାଇବା ପାଇଁ ଦୋଷୀମାନେ ଆବେଦନ କରିଥିଲେ । ତେବେ ଏହାକୁ କୋର୍ଟ ଆଗ୍ରାହ୍ୟ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୩ ଅର୍ଥାତ ଆସନ୍ତାକାଲି ସକାଳ ୬ଟାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଡେଥ୍ ୱାରେଂଟ ଜାରି ହୋଇଛି ।
BREAKING NEWS
- ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା, ୟେଲୋ ୱାର୍ଣ୍ଣିଂ ଜାରି
- ମାସେ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ, ମେଗା-ରକ୍ତଦାନ ଶିବିରରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
- ସମ୍ଭାବ୍ୟ ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ: ୩୬୫ ଦିନ ପ୍ରସ୍ତୁତ ସରକାର, ଆଗକୁ ଡପ୍ଲର ରାଡାରରେ ମିଳିବ ସୂଚନା
- Phoolan: ଟରୋଣ୍ଟୋ ଇଣ୍ଟରନେସନାଲ୍ ଫିଲ୍ମ ଫେଷ୍ଟିଭାଲ୍, ପ୍ରିମିୟରରେ “ଫୁଲନ୍”କୁ ପ୍ରଶଂସା
- ପୁଣି ଘୁଞ୍ଚିଲା ଦାରା ସିଂ ମୁକ୍ତି ମାମଲାର ଶୁଣାଣି
- World Leaders Sick: ଭାରତ ଖାଇବା ଖାଇ ଅସୁସ୍ଥ ହୋଇ ପଡିଥିଲେ କି ବିଶ୍ୱ ନେତାମାନେ? ମୁହଁ ଖୋଲିଲା MEA
- ୫ ଟଙ୍କା କମିଲା ଡିଜେଲ ଦର, ପେଟ୍ରୋଲ ଦର କେତେ? ୱିଣ୍ଡଫଲ ଟ୍ୟାକ୍ସ କମାଇଲେ ସରକାର
- First Snowfall: ଆଖି ଯୁଆଡ଼େ ଚାହିଁବ…ସିଆଡ଼େ ମନ ମୋହିବ ଦୃଶ୍ୟ! କାଶ୍ମୀରର ଗୁରେଜ-ତୁଲାଇଲରେ ଋତୁର ପ୍ରଥମ ବରଫବର୍ଷା, ଭାଇରାଲ ହେଉଛି ଭିଡିଓ
- UPIକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ପ୍ରତି ମାସରେ କେତେ ଟଙ୍କା ସଞ୍ଚୟ ହୋଇପାରିବ?
- ପୁରୀରେ ଖଜା ଦୋକାନରେ ଚଢ଼ାଉ

Comments are closed.