ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ପୋଲିସକୁ ବନ୍ଧୁକ ଦେଖାଇ ଚର୍ଚ୍ଚାକୁ ଆସିଥିବା ମୋଷ୍ଟ ୱାଟେଂଡ ମହମ୍ମଦ ଶାହାରୁଖକୁ ପୋଲିସ ଗିରଫ କରିଛି । ଉତ୍ତରପ୍ରଦେଶର ସାମଲିରୁ ଦିଲ୍ଲୀ କ୍ରାଇମବ୍ରାଂଚ ତାକୁ ଗରିଫ କରିଥିବା ସୂଚନା ମିଳିଛି ।
ଫେବୃଆରୀ ୨୪ରେ ଦିଲ୍ଲୀ ହିଂସା ବେଳେ ଶାହାରୁଖ ପୋଲିସ ଉପରକୁ ଖୋଲାଖୋଲି ବନ୍ଧୁକ ଉଠାଇଥିଲେ । ତେବେ କଥା କେବଳ ସେତିକିରେ ସରିନଥିଲା ସେ ଢ଼େଲା ମାଡ ପ୍ରତିବାଦରେ ୮ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ । ମାଙ୍ଗଳବାର ଦିଲ୍ଲୀ ପୋଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି ।
ସୂଚନାଯୋଗ୍ୟ ଯେ, ନାଗରିତକା ସଂଶୋଧନ ଆଇନକୁ ବିରୋଧ କରି ଦିଲ୍ଲୀରେ ଉପୁଜିଥିବା ଦଙ୍ଗାରେ ଏଯାଏଁ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଶହରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଏହି ଦଙ୍ଗାରେ ଜଣେ ପୋଲିସ କର୍ମୀ ଓ ଜଣେ ଆଇବି ଅଧିକାରୀଙ୍କ ଜୀବନ ଯାଇଛି ।
BREAKING NEWS
- Mirabai Chanu Wins Silver Medal:ମୀରାବାଇ ରୌପ୍ୟ ପଦକ ଜିତି ରଚିଲେ ଇତିହାସ; ୨୮ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା…
- ଆସିଲା ନୂଆ ନିୟମ; ଏଣିକି ଜାଣିପାରିବେ ଆପଣଙ୍କ ଟୁଥପେଷ୍ଟ, ସାବୁନ ଓ ସାମ୍ପୁ ନିରାମିଷ କି ଆମିଷ…
- Crowdfunding Scam: ସାବଧାନ୍! ଏଭଳି ସ୍କାମରୁ ବଞ୍ଚନ୍ତୁ…ଅନଲାଇନରେ ଯେଉଁଠି ବି ସେଇଠି କରନ୍ତୁନି ଦାନ!
- ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
- JAWAN DEAD: ଛୁଟିରେ ଆସିବା ହେଲା କାଳ
- Dhenkanal Horror: ବିହାର ପରେ ଏବେ ଓଡିଶା! ରାସ୍ତା ମଝିରେ ଯୁବତୀଙ୍କୁ ହଇରାଣ, ଯୁବକଙ୍କୁ ମାଡ଼! ଢେଙ୍କାନାଳର ଭାଇରାଲ୍ ଭିଡିଓକୁ ନେଇ ହଇଚଇ…
- ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା…
- ପ୍ରବଳ ବର୍ଷା ଆଶଙ୍କା; ବଲାଙ୍ଗୀର ସମେତ ଏସବୁ ଜିଲ୍ଲାରେ ୨ ଦିନ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
- ବନ୍ଦେ ମାତରମ୍ କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ
- ନ୍ୟୁୟର୍କରେ ଶେହବାଜ ସରିଫ୍ ହଟହଟା, ଲୋକେ କହିଲେ ଚୋର ଆସିଲା ଚୋର…

Comments are closed.