ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚନ୍ଦକା ଥାନା ଅଂଚଳରେ ଗୁଳିମାଡ । ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୩ ଜଣ ଦୁବୃର୍ତ ତାଙ୍କୁ ଗୁଳିମାଡ କରିଥିବା ଜଣାପଡିଛି ।
ସୂଚନା ମୁତାବକ, ମଦ ପିଇବାକୁ ନେଇ ଚନ୍ଦକା ଥାନା ଅଚଂଳରେ ଥିବା ରେଷ୍ଟୁରାଂଟ ‘ଜଙ୍ଗଲ ଭିଉ’ରେ ଗଣ୍ଡଗୋଳ ହୋଇଥିଲେ । ପରେ ଏହା ଉଗ୍ରରୂପ ନେଇଥିଲା । ଦୁବୃର୍ତମାନେ ରେଷ୍ଟୁରାଂଟର ଜଣେ କର୍ମଚାରୀଙ୍କ ଉପରେ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
BREAKING NEWS
- ୫୨୦୧୩୧୪ ନମ୍ବର କାହିଁକି ସବୁଆଡେ ହେଉଛି ଭାଇରାଲ୍ ? ଜଣାପଡ଼ିଲା ରହସ୍ୟ
- କର୍କଟ ମାମଲାରେ ବିଶ୍ୱର ତୃତୀୟ ସ୍ଥାନରେ ଅଛି ଭାରତ, କେଉଁ ରାଜ୍ୟରେ ଅଧିକ ରୋଗୀ ଅଛନ୍ତି ଜାଣନ୍ତୁ..
- ଚୋରା ବନ୍ଧୁକ କାରବାର କରୁଥିବା ୨ କୁଖ୍ୟାତ ଅପରାଧୀ କାବୁ, ଅସ୍ତ୍ରଶସ୍ତ୍ର ଉଦ୍ଧାର
- ମଣିଷର ବ୍ଲଡ ଗ୍ରୁପ୍ କିପରି ନିର୍ଣ୍ଣୟ କରାଯାଏ?
- ମନମୋହୁଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ; ଗତ ୫ ବର୍ଷରେ ଆସିଛନ୍ତି ସର୍ବାଧିକ ଏହି ଦେଶର ପର୍ଯ୍ୟଟକ…
- OSSTET- ୨୦୨୫ ପରୀକ୍ଷା ହେବ ଏହି ଦିନ… ଆଜି ଠାରୁ ଆବେଦନ ଆରମ୍ଭ
- ପାକିସ୍ତାନ ସଂସଦରେ ଗଧ, ଭିଡିଓ ଭାଇରାଲ…
- ସାରଥିଙ୍କ ସମେତ ଅନ୍ୟ ୫ ଜଣଙ୍କ ବିରୋଧରେ ଚାଲିବ ମାମଲା
- ଏଣିକି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଆଉ ହେବନି ଅବହେଳା, ସରକାର ଆଣିବେ ନୂଆ ବ୍ୟବସ୍ଥା
- ସୁପ୍ରିମକୋର୍ଟରେ ପହଞ୍ଚିଲା ଇଣ୍ଡିଗୋ ବିମାନ ସଙ୍କଟ…
Comments are closed.