ବାଲେଶ୍ୱର: ବାଲେଶ୍ୱରରେ ସବୁଠୁ ବଡ ଫାଇନ୍ ଆଦାୟ । ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ବାଲେଶ୍ୱରର ଏକ ଘରୋଇ ବସ୍କୁ ୧୩ ଲକ୍ଷ ୫୦ ହଜାର ଟଙ୍କାର ଫାଇନ୍ ହୋଇଛି । ଘରୋଇ ବସ୍ ଲୋକନାଥ ନାଁରେ ପରିବହନ ବିଭିଗା ଏହି ଚାଲାଣ କାଟିଛି । ୧୩ ଲକ୍ଷ ୫୦ ହଜାର ଟଙ୍କାର ଟ୍ୟାକ୍ସ ଭରି ନଥିଲେ ବସ୍ ମାଲିକ । ଏଥିପାଇଁ ପାଇଁ ବସ୍କୁ ମୋଟା ଅଙ୍କର ଫାଇନ୍ ହୋଇଛି ।
ପୂର୍ବରୁ ଏହି ବସ୍ ନାଁରେ ୨ଥର ଚାଲାଣ କଟାଯାଇଥିଲା । କଟକରୁ ୱାରେଂଟ ଜାରି ହେବା ପରେ ଏହି ବାଲେଶ୍ୱରରୁ ଏହି ବସକୁ ସିଜ କରିଛି ପରିବହନ ବିଭାଗ । ରାଜ୍ୟରେ ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ କଡାକଡି ହୋଇଛି । ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଟ୍ରାଫିକ ଚେକିଂ ମଧ୍ୟ ଜୋରଦାର ହୋଇଛି ।
BREAKING NEWS
- ଟି୨୦ ବିଶ୍ୱକପ:ଟିମ ଇଣ୍ଡିଆର ପ୍ରଥମ ବ୍ୟାଚରେ ଗଲେନି ହାର୍ଦ୍ଦିକ
- ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ: ମିଳିବ ୧୫ ଲକ୍ଷ ଟଙ୍କାର ସହାୟତ ରାଶି
- ଆମ୍ବୁଲାନ୍ସ ନଆସିପାରିବାରୁ ଗଲା ପ୍ରସୂତିଙ୍କ ଜୀବନ
- ଭୀଷଣ ବାତ୍ୟାର ରୂପ ନେଲା ‘ରେମାଲ’
- ତୃତୀୟ ପର୍ଯ୍ୟାୟ ମତଦାନ: ୭୧ ପ୍ରତିଶତ ମତଦାନ ସହିତ ଇଭିଏମରେ ସିଲ ହେଲା ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ
- ରାମ ମନ୍ଦିରରେ ବ୍ୟାନ ହେଲା ମୋବାଇଲ
- ମୌଖିକ ଭାବରେ ପ୍ରକାଶ କରି ପାରିନଥିବା ଭାବ ମୋ ହାତରେ କଲମ ଧରାଇ ଦେଲା : ବିଶ୍ଵଜିତ୍ ରାଉତ
- କବିତା ନିରଂତର : ସାରା ସଂସାରର ଦାୟିତ୍ବ
- ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଗତବର୍ଷ ଠାରୁ କମିଲା ପାସ୍ ହାର
- ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ (୪)