ଭୁବନେଶ୍ୱର: ଅଶା ଅଶଙ୍କା ଓ ସମସ୍ତ କଳ୍ପନାର ଅନ୍ତ ଘଟିଛି । ବିଜେଡି ରାଜ୍ୟସଭା ଟିକେଟ ଉପରୁ ହଟିଛି ସସ୍ପେନ୍ସ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖାଲି ପଡିଥିବା ୪ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ମିଳିଛି ରାଜ୍ୟସଭା ଟିକେଟ । ସୂଚନା ଅନୁସାରେ ଆସନ୍ତା ୨୬ ତାରିଖ ଦିନ ଏହି ୪ଟି ଆସନ ପାଇଁ ଯେଉଁ ନିର୍ବାଚନ ହେବ ରାଜ୍ୟରୁ ଏହି ୪ଜଣ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ ।
ଅନ୍ୟପଟେ ରାଜ୍ୟସଭା ଯିବାକୁ ଅଶାୟୀ ଥିବା ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ କରିଛନ୍ତି । ତାଙ୍କୁ ଓଡ଼ିଶା ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ କରାଯାଇଛି । ଏଥିସହ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଛି ।
BREAKING NEWS
- ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ:ଯୋଗୀ
- ବିରୋଧୀ ଦଳ ମିଛ କଥା କହି, ଅପପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି: ପାଣ୍ଡିଆନ
- ନିର୍ବାଚନ ଆୟୋଗଙ୍କ ଉପରେ କପିଲ ସିବଲଙ୍କ ଗମ୍ଭୀର ଆରୋପ, ଫର୍ମ 17ସି କୁ ନେଇ ପଚାରିଲେ ବଡ଼ ପ୍ରଶ୍ନ
- ‘ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଓଡ଼ିଶାରେ ଡବଲ ଇଂଜିନ ସରକାର ଗଠନ ହେବ’
- ସରିଗଲା କି ଦୀନେଶଙ୍କ ଆଇପିଏଲ ଅଭିଯାନ
- ତୃତୀୟ ପର୍ଯ୍ୟାୟ ମତଦାନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ, ୧୨୧ ସିଏପିଏଫ ହେବେ ମୁତୟନ
- ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ନେଇ ନିର୍ବାଚନ ଲଢ଼ାଯାଉଛି: ହିମନ୍ତ ବିଶ୍ବଶର୍ମା
- ଜୁଲାଇ ୪ରେ ବ୍ରିଟେନରେ ହେବ ସାଧାରଣ ନିର୍ବାଚନ, ଘୋଷଣା କଲେ ଋଷି ସୁନାକ
- ୧୦ ମାସ ପରେ ଜେଲରୁ ବାହାରିଲେ କମ୍ୟୁନିଷ୍ଟ ନେତା ଏନ.ନାରାୟଣ ରେଡ୍ଡୀ
- କନ୍ଧମାଳ ଲୋକସଭା କ୍ଷେତ୍ରର ୨ଟି ବୁଥରେ ଚାଲିଛି ସାନି ମତଦାନ