Latest Odisha News

BREAKING NEWS

ଆହୁରି ବର୍ଷିବ; ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ରାଜ୍ୟରେ ଆହୁରି ତିନି ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଓଡିଶାରେ ଆସନ୍ତା ୧୨ ଘଣ୍ଟାରେ ବର୍ଷା ହେବାର ସମ୍ଭାବନର ରହିଛି । ରାଜ୍ୟରେ ଆସନ୍ତା ୨ ଦିନ ଅର୍ଥାତ୍ ସୋମବାର ଓ ମଙ୍ଗଳବାର ପାଗ ଶୁଷ୍କ ରହିବା ଯୋଗୁଁ ବର୍ଷା ହେବନି । ମାର୍ଚ୍ଚ ୧୧ରୁ ବର୍ଷା ଆରମ୍ଭ ହୋଇ ଆହୁରି ୩ଦିନ ପର୍ଯ୍ୟନ୍ତ ଜାରି ରହିବ ।

ଆଜି ଅପରାହ୍ନ ୧ଟା ଯାଏଁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ଯାଜପୁର, ଜଗତସିଂହପୁର. କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରର କିଛି ସ୍ଥାନରେ ଝଡ ତୋଫାନ ଓ ପ୍ରବଳ ବର୍ଷା ହେବା ସହ ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.