Latest Odisha News

BREAKING NEWS

ଭୋଜି କରି ଫେରୁଥିବା ବେଳେ ଗଛରେ ପିଟି ହୋଇ ୩ ମୃତ

ଢେ଼ଙ୍କାନାଳ: ହୋଲି ଖେଳ ପରେ ଭୋଜି ସାରି ଫେରୁଥିବା ବେଳେ ଅଘଟଣ । ଢେ଼ଙ୍କାନାଳ-କପିଳାସ ରାସ୍ତାର ଛଣବୋଲୁଅ ନିକଟରେ ବାଇକ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବା ଫଳରେ ୩ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଉଛନ୍ତି ରାମେଶ୍ୱରପୁର ଅଂଚଳର ଶୁଭ୍ର ଶାଶ୍ୱତ ରାଉତରାୟ, କାଇମାଟି ଅଂଚଳର ବ୍ରହ୍ମାନନ୍ଦ ଦେହୁରୀ ଓ କୈଳାଶ ସାହୁ । ତେବେ ଘଟଣାସ୍ଥଳରେ ୩ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.