ଭୁବନେଶ୍ୱର: ନିର୍ଦ୍ୱନ୍ଦ୍ୱରେ ନର୍ବାଚିତ ହେଲେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ । ମୁନା ଖାଁ, ସୁଜିତ କୁମାର, ମମତା ମହନ୍ତ ଓ ସୁବାସ ସିଂ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏନେଇ ରିଟର୍ଣ୍ଣିଂ ଅଫିସର ୪ଜଣଙ୍କ ନାଁ ଘୋଷଣା କରିଛନ୍ତି । ଏଥିସହ ସେମାନଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରିଛନ୍ତି ।
ଖାଲିପଡିଥିବା ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ୪ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ବିରୋଧୀ କଂଗ୍ରେସ କିମ୍ବା ବିଜେପି କୌଣସି ପ୍ରାର୍ଥୀ ଦେଇନଥିଲେ । ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ପ୍ରାର୍ଥୀ ନ ଦେବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ।
BREAKING NEWS
- Hirakud Dam:ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଗେଟ୍:୨୬ ଗେଟ୍ରେ ବନ୍ୟାଜଳ ନିଷ୍କାସନ,ତଳିଆ ଅଂଚଳ ପାଇଁ ସର୍ତକତା
- R&B Funds Fraud: ୯.୨୪ କୋଟି ଟଙ୍କା ଆତ୍ମସାତ ଘଟଣାରେ ଆଉ ୪ ଗିରଫ
- Festive Season ପୂର୍ବରୁ ମହଙ୍ଗା ହୋଇପାରେ ପୂଜା ବଜାର
- ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଆଜିଠୁ ୧୫ଦିନ ପିତୃପକ୍ଷ , ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଆରମ୍ଭ
- India’s Richest Actors: କମିଲା କିଙ୍ଗ୍ ଖାନଙ୍କ ସମ୍ପତ୍ତି, ତଥାପି ୧୦ କୋଟିର ମାଲିକ! ଜାଣନ୍ତୁ ଭାରତର ନମ୍ବର-୧ ଧନୀ ଅଭିନେତା କିଏ?
- ସାଉଥଆଫ୍ରିକାରେ ଫୁଟିଲା ଗୁଳି, ୨୭ ମୃତ, ୧୫ରୁ ଅଧିକ ଆହତ
- The Paradise: ୩ ଦିନରେ ୧୧୯ କୋଟି ପାର୍! ବକ୍ସ ଅଫିସ୍ରେ ଧମାଲ କରୁଛି ନାନୀଙ୍କ ‘ଦ ପାରାଡାଇଜ୍’
- ସୋସିଆଲ ମିଡିଆରେ ଦୁଷ୍କର୍ମ ଗୁଜବ, LPU କ୍ୟାମ୍ପସରେ ଭଙ୍ଗାରୁଜା, ରାଜପଥ ଅବରୋଧ
- ଭୁବନେଶ୍ୱରରୁ ବ୍ରହ୍ମପୁର; ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ୬ ସ୍ଥାନରେ ଭିଜିଲାନ୍ସ ରେଡ୍

Comments are closed.