ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଚାଲିଛି ଜୋର୍ସୋର୍ରେ ପ୍ରସ୍ତୁତି । ଭୂତାଣୁକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଘରେ ଘରେ ପେନ୍ସନ୍ ଓ ପିଡିଏସ୍ ସାମଗ୍ରୀ ପହଂଚାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ସର୍କୁଲାର ଜାରି ହୋଇଛି ।
ଏନେଇ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମାଜିଷ୍ଟ୍ରେଟ ଓ ମ୍ୟୁନସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ସାମାଜିକ ଦୂରତା ନିର୍ଦ୍ଦେଶନାମା ମାନି ଭତ୍ତା ଓ ସାମଗ୍ରୀ ଯୋଗାଣ କରାଯିବ ।
BREAKING NEWS
- ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ
- ଆଜି ଚିତାଲାଗି ଅମାବାସ୍ୟା, ଶ୍ରୀମନ୍ଦିରରେ ୫ ଘଣ୍ଟା ସଧାରଣ ଦର୍ଶନ ବନ୍ଦ
- ଟ୍ରେନ୍ ନା ବିମାନ: ଭାରତରେ କେଉଁ ଯାତ୍ରା ଅଧିକ ସୁରକ୍ଷିତ? ଲୋକସଭା ରିପୋର୍ଟରୁ ଆସିଲା ବଡ଼ ତଥ୍ୟ
- ଶ୍ରୀଲଙ୍କା ଟେଷ୍ଟ ସିରିଜ : ସଚିନ, କୋହଲିଙ୍କ ରେକର୍ଡ ଭାଙ୍ଗି ପାରନ୍ତି ଶୁଭମନ
- କେୱାଇସି ନାଁରେ ମୋବାଇଲକୁ ଆସୁଛି ଫେକ୍ ମେସେଜ୍: ଲିଙ୍କ୍ କ୍ଲିକ୍ କଲେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ
- ଭାଇରାଲ୍ ହେଲା ରାହୁଲଙ୍କ ‘ବୋଟିଂ’ ଫଟୋ: ବିଜେପି ପଚାରିଲା ମହିଳା ଜଣକ କିଏ?
- ଭାରତ-ଆଫଗାନିସ୍ତାନ ଟି୨୦ ସିରିଜର ତାରିଖ,ସ୍ଥାନ ଚୂଡ଼ାନ୍ତ: ଅନିଶ୍ଚିତତାରେ ବାଂଲାଦେଶ ଗସ୍ତ
- ସୌର ଶକ୍ତି ଆଡ଼କୁ ଦକ୍ଷିଣ ଓଡ଼ିଶା: ମାତ୍ର ୧୮୭୫ ଟଙ୍କାରେ ମିଳୁଛି ସୌର ପ୍ୟାନେଲ୍, ବ୍ୟାପକ ସବସିଡି ସାଜିଛି ସଞ୍ଜିବନୀ
- ଭୁବନେଶ୍ୱରରେ ବାଟବଣା PNG ପ୍ରକଳ୍ପ: ପ୍ରତିଶ୍ରୁତି ପରେ ବି ଲୋକଙ୍କୁ ମିଳୁନି ପାଇପ୍ ଗ୍ୟାସ ସଂଯୋଗ
- ଦେଶରେ ପ୍ରତି ୩ ଜଣରେ ଜଣେ ଓକିଲ ଜାଲ୍! ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

Comments are closed.