ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହାମାରୀ କରୋନାର କୋକୁଆ ଭୟ । ଏହି ମହାମାରୀର ମୁକାବିଲା ପାଇଁ ପୁରା ଦେଶରେ ତାଲାବନ୍ଦ ଜାରି ରହିଛି । ଫଳରେ ସବୁଠୁ ତାଲା ଝୁଲୁଛି । ଏହାରି ଭିତରେ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଲକଉଡାନ୍ରୁ ବାଦ୍ ପଡିଛି ମତ୍ସ୍ୟଚାଷ । କେବଳ ସେତିକି ନୁହେଁ ସମସ୍ତ ମତ୍ସ୍ୟ ଜାତୀୟ ସାମଗ୍ରୀ ବିକ୍ରି ଉପରୁ ମଧ୍ୟ ହଟିଛି କଟକଣା ।
ମତ୍ସ୍ୟଚାଷ, ମତ୍ସ୍ୟ ବିହନ, ମତ୍ସ୍ୟ ଖାଦ୍ୟ, ମାଛ ବିକ୍ରି ପାଇଁ ପ୍ୟାକିଂ, ସିଲିଂ ସବୁ ପ୍ରକ୍ରିୟା ଉପରୁ କଟକଣା ହଟାଇବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିପରି ଯେଉଁମାନେ ଆକ୍ୱାରିୟମ ମାଛ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ମଧ୍ୟ ଏଥିରୁ ବାଦ୍ ଦେବାକୁ କୁହାଯାଇଛି ।
BREAKING NEWS
- Double murder: ମା’-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା
- ହସୁଥିବା ମଣିଷ ଚାଲିଗଲା କୋମାକୁ; ସିସିଟିଭି କ୍ୟାମେରାରେ କଏଦ ହେଲା ରାସ୍ତା କଡ଼ର ସେହି ଭୟଙ୍କର ଦୃଶ୍ୟ
- ୨ନାବାଳିକାଙ୍କୁ କରାଯାଇଥିବା ଦୁଷ୍କର୍ମ ମାମଲାର ଶୁଣାଣି; ଉଭୟ ଦୋଷୀଙ୍କୁ ଜେଲ୍ ଦଣ୍ଡ
- ଖେଳ ପଡ଼ିଆରୁ ସନ୍ତ୍ରାସବାଦର ଗୁପ୍ତ ସୁଡ଼ଙ୍ଗ; ପୂର୍ବତନ ଖେଳାଳିଙ୍କ ଭାଇଙ୍କ ମୃତ୍ୟୁ ପରେ ଖୋଲିଲା ବଡ଼ ସାଙ୍ଘାତିକ ସତ
- ମାତ୍ର କେଇ ଶହ ଟଙ୍କା ପାଇଁ ଖଟୁଥିବା ଝିଅ ପାଲଟିଗଲା କୋଟିପତି? ପଛରେ ଲୁଚିଛି ଏକ ଭୟଙ୍କର ଷଡ଼ଯନ୍ତ୍ର?
- ନିମିଷକେ ବଦଳି ଯାଇଥାନ୍ତା ଭାଗ୍ୟ, ହେଲେ ଲକ୍ଷ ଲକ୍ଷ ଟଙ୍କାର ପ୍ରଲୋଭନକୁ ଏଭଳି ଭାବେ ପ୍ରତ୍ୟାଖ୍ୟାନ କଲେ ଓଡ଼ିଆ ପୁଅ
- ଯୁବପିଢ଼ିଙ୍କୁ ବରବାଦ୍ କରିବାକୁ ସ୍ପେଶାଲ୍ ଡେଲିଭରୀ; ଭୁବନେଶ୍ୱରରୁ ଗିରଫ ହେଲା ବଡ଼ ନିଶା ବେପାରୀ
- ରୋଗୀଙ୍କ ମୃତ୍ୟୁ ପରେ ରଣକ୍ଷେତ୍ର ପାଲଟିଲା ଏମ୍ସ ପରିସର; ଜରୁରୀକାଳୀନ ୱାର୍ଡ ଭିତରେ ଡାକ୍ତରଙ୍କ ସହ କଣ ଘଟିଲା?
- ୨୩ଟି ଭାଷାରେ ଲଢ଼େଇ ଏବଂ ମିଳିବ ଜାତୀୟ ସମ୍ମାନ; ଆପଣଙ୍କ ପିଲାଙ୍କ ଭିତରେ ଲୁଚିନି ତ ଏହି ଗୁପ୍ତ ପ୍ରତିଭା?
- ମୁମ୍ବାଇ ଇଣ୍ଡିଆନ୍ସରୁ ଏହି ୫ ଖେଳାଳିଙ୍କ ହେବ ଛୁଟି

Comments are closed.