Latest Odisha News

BREAKING NEWS

ଭାରତର କେଉଁ ରାଜ୍ୟରେ କେତେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ।

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦୦ ଟପିଲାଣି।

ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ରହିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା…

ମହାରାଷ୍ଟ୍ର: ଦେଶରେ ସର୍ବାଧିକ ମାମଲା ମହାରାଷ୍ଟ୍ରରେ ରେକର୍ଡ କରାଯାଇଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ ସର୍ବାଧିକ ଆକ୍ରାନ୍ତଙ୍କ ସହ ମହାରାଷ୍ଟ୍ରରେ ଏହି ସଂଖ୍ୟା ୧୪୨୬ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୨୭ ଛୁଇଁଛି ।

ଦିଲ୍ଲୀ: ଆକ୍ରାନ୍ତ-୧୦୨୫, ମୃତକ- ୧୯

ତାମିଲନାଡୁ: ଆକ୍ରାନ୍ତ-୯୧୫, ମୃତକ- ୧୦

ରାଜସ୍ଥାନ :ଆକ୍ରାନ୍ତ-୬୭୬, ମୃତକ- ୩

ତେଲେଙ୍ଗାନା: ଆକ୍ରାନ୍ତ-୪୫୨, ମୃତକ- ୦୯

ଉତ୍ତରପ୍ରଦେଶ: ଆକ୍ରାନ୍ତ-୪୦୨, ମୃତକ- ୫

ଆନ୍ଧ୍ରପ୍ରଦେଶ: ଆକ୍ରାନ୍ତ-୩୪, ମୃତକ-୬

କେରଳ: ଆକ୍ରାନ୍ତ-୨୩୦, ମୃତକ-୨

ଜାମ୍ମୁ କାଶ୍ମୀର: ଆକ୍ରାନ୍ତ-୨୧୪, ମୃତକ-୪

କର୍ଣ୍ଣାଟକ: ଆକ୍ରାନ୍ତ-୧୮୩, ମୃତକ-୬

ହରିୟାଣା: ଆକ୍ରାନ୍ତ-୧୫୩, ମୃତକ-୩

ପଞ୍ଜାବ: ଆକ୍ରାନ୍ତ-୧୩୫, ମୃତକ-୧୧

ପଶ୍ଚିମବଙ୍ଗ: ଆକ୍ରାନ୍ତ-୧୧୦, ମୃତକ-୫

ବିହାର: ଆକ୍ରାନ୍ତ-୬୪, ମୃତକ-୧

ଓଡ଼ିଶା: ଆକ୍ରାନ୍ତ-୫୪, ମୃତକ-୧

ଉତ୍ତରାଖଣ୍ଡ: ଆକ୍ରାନ୍ତ-୩୫, ମୃତକ- ୦

ଆସାମ: ଆକ୍ରାନ୍ତ-୨୮, ମୃତକ-୧

ହିମାଚଳ ପ୍ରଦେଶ: ଆକ୍ରାନ୍ତ-୨୫, ମୃତକ-୧

ଝାଡ଼ଖଣ୍ଡ: ଆକ୍ରାନ୍ତ:୧୬, ମୃତକ-୦୧

ଛତିଶଗଡ଼: ଆକ୍ରାନ୍ତ-୨୫, ମୃତକ-୦

ଚଣ୍ଡିଗଡ଼: ଆକ୍ରାନ୍ତ-୧, ମୃତକ-୦

ପୁଡୁଚେରୀ: ଆକ୍ରାନ୍ତ-୭, ମୃତକ-୦

ଗୋଆ: ଆକ୍ରାନ୍ତ-୭, ମୃତକ-୦

ତ୍ରିପୁରା: ଆକ୍ରାନ୍ତ-୨, ମୃତକ-୦

ଆଣ୍ଡାମାନ ଏବଂ ନିକୋବର: ଆକ୍ରାନ୍ତ- ୧୧, ମୃତକ୍-୦

ମଣିପୁର: ଆକ୍ରାନ୍ତ-୨, ମୃତକ-୦

ମିଜୋରାମ: ଆକ୍ରାନ୍ତ-୧, ମୃତକ-୦

ଅରୁଣାଚଳ ପ୍ରଦେଶ: ଆକ୍ରାନ୍ତ-୧, ମୃତକ-୦

Leave A Reply

Your email address will not be published.