କଟକ: କରୋନା ମୁକାବିଲା ପାଇଁ କଟକ ସହରର ୪ଟି ପରିବା ହାଟକୁ ସ୍ଥାନନ୍ତର କରିଛି କଶିନରେଟ ପୋଲିସ । ନୟାସଡକରେ ବସୁଥିବା ପରିବା ମାର୍କେଟକୁ ଶିଶୁଭବନ ସାମ୍ନା ରିଙ୍ଗରୋଡକୁ ସ୍ଥାନାନ୍ତର କରାଯାଇଛି । ସେହିପରି କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିପିଟାଲ ନିକଟ ୪ ଲେନ୍କୁ ସ୍ଥାନାନ୍ତର ହୋଇଛି।
ନୂଆବଜାର ପରିବା ମାର୍କେଟ ଞଙଚ ନିକଟ ପଡ଼ିଆକୁ ସ୍ଥାନାନ୍ତର ହୋଇଛି । ସେହିପରି ଛତ୍ରବଜାର ପରିବା ମାର୍କେଟ ଖାନନଗର ନିକଟ ୨ଟି ଖୋଲା ପଡ଼ିଆକୁ ସ୍ଥାନାନ୍ତର ହୋଇଛି। ତେବେ ଛତ୍ରବଜାରର ଅନ୍ୟ ସମସ୍ତ ଦୋକାନ ଯେଉଁଠି ଅଛି ସେଇଠି ଖୋଲା ରହିବ। ଏହାବ୍ୟତୀତ ଅନ୍ୟ ପରିବା ଦୋକାନୀମାନେ ନିକଟସ୍ଥ ପଡ଼ିଆରେ ବସିବେ। ବାଲୁବଜାରର ଦୋକାନୀ ୧୨ ଫୁଟ ବ୍ୟବଧାନରେ ବସିବେ ।
BREAKING NEWS
- ଆଇପିଏଲ: ଆୟାରଙ୍କ କମାଲ, ଫାଇନାଲରେ କେକେଆର
- କଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
- ଧୋନୀଙ୍କ ଅବସର ନେଇ ମୁହଁ ଖୋଲିଲେ ସିଏସକେ ସିଇଓ
- ଆଇପିଏଲ: କ୍ୱାଲିଫାୟରରେ ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ
- ପୁଣି ଫେରିଲା କରୋନା, ଚିହ୍ନଟ ହେଲା କୋଭିଡର ନୂଆ ଭାରିଆଣ୍ଟ
- ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ମତ୍ସଜୀବୀଙ୍କୁ ସମୁଦ୍ର ମନା
- ବଢୁଛି ରାହୁଲଙ୍କ ଅଡୁଆ, ଜୁନ ୧୧ରେ ହାଜର ହେବାକୁ ସମନ ଜାରି କଲା କୋର୍ଟ
- ବିଜେପି ୪୦୦ ନୁହେଁ ୩୦୦ ଭିତରେ ରହିବ: ପ୍ରଶାନ୍ତ କିଶୋର
- ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ ଅଛି ବୋଲି ପାଣ୍ଡିଆନ ନିଶ୍ଚିତ କରିପାରିବେ କି: ସମୀର ମହାନ୍ତି
- ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ