Latest Odisha News

BREAKING NEWS

ଓଡିଶା ପହଞ୍ଚିଲା ପ୍ରଥମ ଟ୍ରେନ; କେରଳରୁ ଫେରିଲେ ୧୧୫୦ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର: କେରଳରୁ ୧୧୫୦ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସିଥିବା ପ୍ରଥମ ଟ୍ରେନ ରବିବାର ସକାଳେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନରେ ପହଞ୍ଚିଛି।

ଏହାଛଡ଼ା ଗତକାଲି ରାତିରେ ବସ୍ ଯୋଗେ ସୁରଟରୁ ଆସିଥିବା ଲୋକଙ୍କୁ ସାମାଜିକ ଦୂରତ୍ବ ସହ ଜିଲ୍ଲାର ଏକ କ୍ବାରେନଣ୍ଟାଇନ ସେଣ୍ଟରକୁ ନିଆଯାଉଛି।

ସେହିପରି ସୁରଟରୁ ଆସୁଥିବା ଅନ୍ୟ ଏକ ଟ୍ରେନ୍ ଅପରାହ୍ନ ପ୍ରାୟ ୫ ଟାରେ ଗଞ୍ଜାମରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Comments are closed.