ଆବରନେଟ: ୱେଲ୍ସର ଗୁପ୍ତ ରେଲୱେ ସୁଡଙ୍ଗ ଆବରନେଟ ପୁନର୍ବାର ଖୋଲାଯିବା ନେଇ ଆଲୋଚନା ଚାଲିଛି । ଏହି ସୁଡଙ୍ଗରେ ୧୯୬୨ରେ ଟ୍ରେନ ଚଳାଚଳ ହେଉଥିଲା । ଟ୍ରେନ ଚଳାଚଳ ବନ୍ଦ ହେବା ସହ ଏହି ସୁଡଙ୍ଗରେ ଚଳପ୍ରଚଳ ବନ୍ଦ ହୋଇଗଲା । ଧିରେ ଧିରେ ଏହା ଏକ ନିର୍ଜନ ଓ ଭୟଙ୍କର ସ୍ଥାନରେ ପରିଣତ ହୋଇଗଲା । ସରକାର ଶେଷର ଏହା ରାସ୍ତାକୁ ବନ୍ଦ କରି ଦେଇଥିଲେ ।
୫୮ ବର୍ଷ ପରେ ଏହି ଟନେଲକୁ ସାଇକେଲ ଚଳାଚଳ ପାଇଁ ଖୋଲାଯିବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ ହୋଇଛି । ସ୍ଥାନୀୟ ଜନସାଧାରଣ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଯଦି ଏହା କାର୍ଯ୍ୟକାରୀ ହୁଏ ତାହାହେଲେ ୟୁରୋପର ସବୁଠାରୁ ଲମ୍ବା ସୁଡଙ୍ଗର ମାନ୍ୟତା ପାଇବ । ମେରାଥିର ଟାଇଡଫିଲ ଓ ଏଭରଡେୟରକୁ ଏହି ସୁଡଙ୍ଗ ସଂଯୋଗ କରୁଛି ।
BREAKING NEWS
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
- ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….
- ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍ଫି କ୍ୟାମେରା ସହ ଦୁଇଟି ଡିସ୍ପ୍ଲେ
- ରାଜ୍ୟରେ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି ଗଠିତ; ନଜର ରଖିବେ ୫…
- କେଉଁ T20 ଲିଗ୍ ମ୍ୟାଚ୍ରେ ଖେଳାଳିଙ୍କୁ ମିଳିଥାଏ ଅଧିକ ଟଙ୍କା, କେତେ ନମ୍ୱରରେ ଆସିଥାଏ IPL ?
- ଅଚ୍ୟୁତ ସାମନ୍ତଙ୍କ ପୁସ୍ତକ ‘ମୋ ମା ମୋ ପ୍ରେରଣା’ ଉନ୍ମୋଚିତ
- ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ…
- Escape System: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ
- ବିଶ୍ୱ ମହିଳା ଟିସ ଚେସ ଚାମ୍ପିୟନଶିପ: ପଦ୍ମିନୀଙ୍କୁ ବ୍ରୋଞ୍ଜ
- ଜିଓ ଏବଂ ଏନଏଚଏଆଇ ମଧ୍ୟରେ ଏମଓୟୁ, ଜାତୀୟ ରାଜପଥରେ ମୋବାଇଲରେ ମିଳିବ ସୁରକ୍ଷା ଆଲର୍ଟ
Comments are closed.