ଭୁବନେଶ୍ୱର: ପ୍ରାୟ ଏକ ସପ୍ତାହ ବ୍ୟବଧାନ ପରେ ଗୁରୁବାର ଦିନ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୨କୁ ବୃଦ୍ଧି ପାଇଛି ।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଦିଆଯାଇଥିବା ସୂଚନାନୁଯାୟୀ, ମଞ୍ଚେଶ୍ୱର ଅଞ୍ଚଳର ଜଣେ ୩୬ ବର୍ଷୀୟ ବ୍ୟକ୍ତି ଭିଏସଏସ ନଗରର ୩୪ ବର୍ଷୀୟ ବ୍ୟକ୍ତି ଏବଂ ସୂର୍ଯ୍ୟ ନଗରର ୬୭ ବର୍ଷ ବୟସ୍କ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
4th Health Update, 7th May
Three positive cases in Bhubaneswar
M 36 yr Male, Mancheswar
M 34 yr Male, VSS Nagar
M 67 yr Male SuryanagarContact tracing and followup action is being done.
Total Case: 212
— I & PR Department, Odisha (@IPR_Odisha) May 7, 2020
ଏହି ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଅନ୍ୟ କେଉଁମାନେ ଆସିଛନ୍ତି ସେନେଇ ଛାନଭିନ୍ ଚାଲିଛି ।
Comments are closed.