ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେବା ଭୟରେ ୫୬ ବର୍ଷୀୟ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଦ୍ୱାରିକା ଠାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଦିଲ୍ଲୀ ପୋଲିସ ଦେଇଥିବା ସୁଚନା ଅନୁସାରେ କହିଛି, ଆର.କେ ପୁରାମ ସ୍ଥିତ ‘ସିଆର’ ବିଲଡିଂରେ ଆୟକର ବିଭାଗରେ ନିଯୁକ୍ତି ପାଇଥିବା ଏହି ମୃତ ଅଧିକାରୀ ତାଙ୍କ କାରରେ ଏସିଡ୍ ମିଶାଇ ଚରମ ପଦକ୍ଷେପ ନେଇଥିଲେ।
ପୀଡିତଙ୍କ ଏମଏଲସି (ମେଡିକୋ ଲିଗାଲ୍ ସାର୍ଟିଫିକେଟ୍) ଦର୍ଶାଇଛି ଯେ ସେ ରାତି ପ୍ରାୟ ୫ ଟା ସମୟରେ ଏକ ବିଷାକ୍ତ ପଦାର୍ଥ ଖାଇଥିଲେ ବୋଲି ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
Comments are closed.