ଭୁବନେଶ୍ୱର: ଅନ୍ଲାଇନ୍ରେ ପାଠ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟ୍ସଆପ୍ ଗ୍ରୁପ କରିବେ।ବିଭିନ୍ନ ବିଷୟର ବିଭିନ୍ନ ଗ୍ରୁପ ତିଆରି ହେବ। ଏହା ମାଧ୍ୟମରେ ହେବ ଅନ୍ଲାଇନ୍ କ୍ଲାସ। ଏନେଇ ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ। କରୋନା ମହାମାରୀ ଲାଗି କଲେଜ ଖୋଲି ଶିକ୍ଷାଦାନ କରିବା ଅସମ୍ଭବ ହେଉଥିବାରୁ ଏହି ବିକଳ୍ପ ବ୍ୟବସ୍ଥା ଦ୍ୱାରା ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଇପାରିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ହ୍ୱାଟ୍ସଆପ୍ ଗ୍ରୁପରେ ନିଜ ନିଜ ବିଷୟରେ ଇଣ୍ଟରନେଟ୍ ଲିଙ୍କ ଯୋଗାଇଦେବେ ଅଧ୍ୟାପକ। ଏହାସହବପ୍ରତି ୧୫ ଦିନରେ ଥରେ ଅନ୍ଲାଇନ ଡାଉଟ୍ କ୍ଲିଅରିଂ କ୍ଲାସ୍ ନେବେ ଅଧ୍ୟାପକ। ଅନ୍ଲାଇନ କ୍ଲାସ୍ ସଠିକ୍ ଭାବେ ଚାଲିଛି କି ନାହିଁ ସେନେଇ କଲେଜ ଅଧ୍ୟକ୍ଷମାନେ ପ୍ରତି ମାସରେ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବା ନେଇ ନିଷ୍ପତ୍ତି ହୋଇଛି।
BREAKING NEWS
- ‘ନିଟ୍’ ପେପର ଲିକ୍ ପରେ ଆକ୍ସନ୍ ମୋଡ୍ରେ ଏନଟିଏ: ବଦଳୁଛି ସାଂଗଠନିକ ଢାଞ୍ଚା, ତିନି ପ୍ରମୁଖ ପଦବୀ ପାଇଁ ଆବେଦନ ଆହ୍ୱାନ
- ରେଳବାଇ କର୍ମଚାରୀଙ୍କ ପାଇଁ ଖୁସି ଖବର: ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ପୋଷ୍ଟିଂ ଦେବା ପାଇଁ ବଦଳିଲା ନିୟମ
- ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପ ସମାବେଶ ସଫଳ: ଓଡ଼ିଶାକୁ ମିଳିଲା ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ
- କୁଆଖାଇରେ ୬ବର୍ଷରେ ଗଲାଣି ୫୦ ଜୀବନ
- ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ : ତାଜା ହୋଇଛି ଦିଲ୍ଲୀ ଟେଷ୍ଟର ସ୍ମୃତି
- ସମ୍ପତ୍ତି ପାଇଁ ବଞ୍ଚିଥିବା ମା’କୁ ମୃତ ଘୋଷଣା କଲେ ୨ ପୁଅ, ନ୍ୟାୟ ପାଇଁ ଏସପି ଅଫିସ ଆଗରେ ବୃଦ୍ଧାଙ୍କ ଧାରଣା
- ନବୀନ ବନାମ ଧର୍ମେନ୍ଦ୍ର: ‘ଗୋ-ବ୍ୟାକ୍ କହିଲେ ବି ମୁଁ ବାରମ୍ବାର ଆସିବି’ କହିଲେ ଧର୍ମେନ୍ଦ୍ର; ବିଜେଡିର ପାଲଟା ଜବାବ
- ୨୦୨୪ ସାଧାରଣ ନିର୍ବାଚନକୁ ଦୁଇ ବର୍ଷ ପୂରିବା ପରେ କିପରି ବଦଳିଗଲା ଏନ୍ଡିଏ ଏବଂ ଇଣ୍ଡିଆ ମେଣ୍ଟର ସମୀକରଣ?
- ‘Har Ghar Tiranga’ Campaign: ଅଗଷ୍ଟ ୯ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ
- ପେପର ଲିକ ଓ ବେରୋଜଗାର ପ୍ରସଙ୍ଗ: ସରକାରଙ୍କୁ ଜୋରଦାର ଘେରିଲେ ରାହୁଲ ଗାନ୍ଧୀ

Comments are closed.