ଗଞ୍ଜାମ:ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ସୌରାପଲ୍ଲୀ ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ । ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ବଖରା ଘର ଜଳିଯାଇଥିବା ସୂଚନା ।ଘରେ କେହି ନଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ | ଅଗ୍ନିକାଣ୍ଡରେ ଘରର ଆସବାପତ୍ର ଜଳି ପାଉଁଶ ହୋଇଯାଇଛି। ତେବେ ଖବର ପାଇ ସୁମଣ୍ଡଳ ସରପଞ୍ଚ ପ୍ରତିନିଧି ସନ୍ତୋଷ ସାହୁ ଘଟଣା ସ୍ଥଳରେ ପଂହଁଚି ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଦମକଳ ଗାଡି ପଂହଁଚି ନିଆଁକୁ ଆୟତ୍ତ କରିଥିବ ସୂଚନା ।
BREAKING NEWS
- ଖୁବଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ
- କଫ ସିରପ୍ ସହ ବନ୍ଧୁକ ଓ ଜୀବନ୍ତ ଗୁଳି ଚାଲାଣ ବେଳେ ପର୍ଦ୍ଦାଫାଶ, ୪ ଗିରଫ
- ବ୍ରହ୍ମପୁରରେ ପୋଲିସ ବାବୁଙ୍କ ଦେହରେ ଲାଗିଲା ନିଆଁ: ସ୍ତ୍ରୀ ଓ ଶଳାଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ
- ୭ ରାଜ୍ୟରେ ପହଞ୍ଚିଲା ମୌସୁମୀ: ୨୧ ରାଜ୍ୟକୁ ବର୍ଷା ଆଲର୍ଟ
- ଷ୍ଟେସନରେ ଭେଣ୍ଡରଙ୍କଠୁ ବେଆଇନ ବଟି ଆଦାୟ କରି ଆରପିଏଫ୍ ଇନ୍ସପେକ୍ଟର ନିଲମ୍ବିତ
- ବୈଭବଙ୍କ ପାଇଁ ବଦଳିଲା ବିସିସିଆଇର ନିଷ୍ପତ୍ତି, ମା ଓ ବାପା ମଧ୍ୟ ଯିବେ ଇଂଲଣ୍ଡ…
- ଭିଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ, ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ
- କାଳବୈଶାଖୀ ପରେ ଅନ୍ଧାରରେ ରାଜଧାନୀ: ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ, ହନ୍ତସନ୍ତ ହେଉଛନ୍ତି ଲୋକେ
- ଭାରତରେ କମୁଛି ଜନ୍ମହାର: ଚିନ୍ତା ପ୍ରକଟ କଲେ ଏଲୋନ ମସ୍କ
- ‘ମୁଁ ହିନ୍ଦୁ ଏବଂ ମୋର ପରିଚୟ ଛାଡିପାରିବି ନାହିଁ…’, କାହିଁକି ଏପରି କହିଲେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର?
Comments are closed.