ଭୁବନେଶ୍ୱର: ବେଆଇନ ବିଦେଶ ମଦ ବିକ୍ରି ବେଳେ ସ୍ପେଶାଲ୍ ସ୍କ୍ୱାଡର ଚଢ଼ାଉ । ବାଲିଅନ୍ତା ଥାନା ଅନ୍ତର୍ଗତ ତଳଗଡ଼ରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଟକ ଖାନନଗର ଅଞ୍ଚଳର ଅରୁଣ ପ୍ରଧାନ ଓ ତଳଗଡ଼ର ସଞ୍ଜୟ ଭୋଇ । ଚଢ଼ାଉ ବେଳେ ପୋଲିସ ବିଭିନ୍ନ ବ୍ରାଣ୍ଡର ୨୧୨ ବୋତଲ ବିଦେଶୀ ମଦ ଜବତ କରିଛି । ଏହାସହ ୭୫ ଲିଟର ଦେଶୀ ମହୁଲି ବି ଜବତ କରାଯାଇଛି । ଆସନ୍ତାକାଲି ଦୁଇ ଅଭିଯୁକ୍ତଙ୍କ କୋର୍ଟ ଚାଲାଣ କରାଯିବ ।

BREAKING NEWS
- Parbhani Temple Collapse: ମନ୍ଦିରର ଛାତ ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ;ଅନେକ ଏବେ ବି ଫସି ରହିଛନ୍ତି
- ଭାବବିହ୍ୱଳ ହେଲେ ରାଷ୍ଟ୍ରପତି; ମୋହନ ମାଝୀ ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ମହାମହିମ
- ସିଏମ୍ଓରୁ ଫାଇଲ୍ ଗାଏବ ଘଟଣା: ଜିଏ ବିଭାଗରେ ପୋଲିସର ଖୋଳତାଡ଼, ଜେରା ପରିସରକୁ ଆସିପାରନ୍ତି ନବୀନ
- ବଡ଼ ଇତିହାସ: ଓଡ଼ିଶାକୁ ୪୭ ହଜାର କୋଟିର ମେଗା ଭେଟି ଦେଲେ ପ୍ରଧାନମନ୍ତ୍ରୀ
- ମୋହନଙ୍କ ନେତୃତ୍ବରେ ଓଡିଶାର ଦ୍ରୁତ ବିକାଶ: ମୋଦି
- ଡିଜେ ସାଉଣ୍ଡ ସାଜିଲା କାଳ, ଚାଲିଗଲା ମହିଳାଙ୍କ ଜୀବନ
- ଜୟା ନୁହନ୍ତି, ଅମିତାଭଙ୍କ ପ୍ରଥମ ପ୍ରେମିକା ବନିଥାନ୍ତେ ବଚ୍ଚନ ପରିବାରର ବୋହୂ !
- ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣା: ଆଉ ଜଣଙ୍କୁ ଗିରଫ କଲା ପୋଲିସ
- Cracking Fingers and Neck: ବାରମ୍ବାର ଆଙ୍ଗୁଠି କି ବେକ ଫୁଟାଉଛନ୍ତି କି? ଏହା କେବଳ ଅଭ୍ୟାସ ନୁହେଁ, ହୋଇପାରେ ମସ୍ତିଷ୍କର ଏକ ସଙ୍କେତ?
- ବ୍ରାଉନସୁଗାର କାରବାର ବେଳେ ଅବକାରୀ ବିଭାଗର ଚଢାଉ, ୬ ଗିରଫ

Comments are closed.