ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଚିନ୍ତା । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଓଡିଶାରେ ଗତ ୨୪ ଘଣ୍ଟାରେ ନୂଆ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
Covid-19 Report For 20th July
New Positive Cases: 647
In Quarantine: 431
Local Contacts: 216(Details of local contacts will be shared by concerned District Administration)
District Wise Cases
1. Angul: 37
2. Balasore: 40
3. Bargarh: 04
4. Bhadrak: 12
5. Bolangir: 5— I & PR Department, Odisha (@IPR_Odisha) July 21, 2020
6. Cuttack: 84
7. Dhenkanal: 10
8. Ganjam: 225
9. Jagatsinghpur: 7
10. Jajpur: 2
11. Kandhamal: 5
12. Kendrapada: 13
13. Khurda: 68
14. Keonjhar: 8
15. Koraput: 28
16. Malkangiri: 10
17. Mayurbhanj: 3
18. Nawarangpur: 2
19. Nayagarh: 4
20. Rayagada: 47
21. Sambalpur: 10— I & PR Department, Odisha (@IPR_Odisha) July 21, 2020
22. Sonepur: 1
23. Sundargarh: 22New Recoveries: 457
Cumulative Tested: 401644
Positive: 18757
Recovered: 12909
Active Cases: 5715— I & PR Department, Odisha (@IPR_Odisha) July 21, 2020
ମିଳିଥିବା ସୂଚନାନୁଯାୟୀ ଆଜି ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୪୩୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୨୧୬ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ଏହାଛଡା ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୨୩ ଜିଲ୍ଲାରୁ ଏହି ୬୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତିତ ପାଖାପାଖି ୪୫୭ ଜଣ ସୁସ୍ଥ ହୋଇଛନ୍ତି।
ଏଯାବତ ଓଡିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭ ରେ ପହଞ୍ଚିଛି । ସେଥିମଧ୍ୟରେ ୫୭୧୫ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୧୨,୯୦୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
Comments are closed.