ନୂଆଦିଲ୍ଲୀ: ଦୁନିଆକୁ ରହସ୍ୟ ଘେରି ରହିଛି । ଏହା ସହିତ ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା କେତେକ ପରମ୍ପରା ଆମକୁ ଆଶ୍ଚର୍ଯ୍ୟଚକିତ କରିଥାଏ । ଏ ଭଳି ଏକ ପରମ୍ପରା ଇଣ୍ଡୋନେସିଆର ଟୋରାଜନ ଜାତିର ଲୋକ ପାଳନ କରିଥାନ୍ତି । ସେମାନେ ମା ନେନେ ଉତ୍ସବରେ ନିଜ ପରିଜନଙ୍କ ୩ ବର୍ଷ ତଳେ ପୋତା ଯାଇଥିବା ଶବକୁ ବାହାର କରିଥାନ୍ତି । ଶବକୁ ସୁସଜ୍ଜିତ କରାଯିବା ସହ ଉପସ୍ଥିତିରେ ଭୋଜି ମଧ୍ୟ ଆୟୋଜନ କରାଯାଇଥାଏ । ଟୋରାଜନ ସମ୍ପ୍ରଦାୟର ବିଶ୍ୱାସ ରହିଛି ମୃତ୍ୟୁ ଜୀବନର ଚରମ ସତ୍ୟ । ଏହା ପରେ ପର୍ଯ୍ୟାୟ କ୍ରମେ ମୃତକର ଦ୍ୱିତୀୟ ଯାତ୍ରା ଆରମ୍ଭ ହୋଇଥାଏ । ଏହି ଯାତ୍ରା ପାଇଁ ସେମାନେ ତାଙ୍କ ନିଜ ଲୋକଙ୍କ ଶବକୁ ଭଲ ଭାବେ ବେଶ ଭୂଷା କରିଥାନ୍ତି । ଲୋକକଥା ଅନୁସାରେ ଥରେ ଜଣେ ଶିକାରୀ ଜଙ୍ଗଲ ମଧ୍ୟରେ ଏକ ପୋଚାସଢ଼ା ଶବ ଦେଖିଲା । ଶିକାରୀ ସେହି ଶବକୁ ସଫା ସୁତୁରା କରିବା ସହ ସୁସଜ୍ଜିତ କରିଥିଲା । ଏହା ପର ଉକ୍ତ ଶିକାରୀର ଜୀବନର ଗତିପଥ ବଦଳି ଯାଇଥିଲା । ସେବେ ଠାରୁ ଏହି ପରମ୍ପରା ଚାଲି ଆସୁଛି ।
BREAKING NEWS
- ଗୋଷ୍ଠୀଗତ ହିଂସାରେ ଜଳୁଛି ଖୈବର ପଖତୁନଖୱା, ୨୪ ଘଣ୍ଟାରେ ଗଲାଣି ୧୮ରୁ ଅଧିକ ଜୀବନ
- ମାଆ ବିରଜାଙ୍କ ନାଁରେ ବଡ଼ ଲଢେଇ !
- ମହାୟୁତିର ‘ମହା’ବିଜୟ ପଛର ବଡ଼ କାରଣ
- ଜାଣନ୍ତୁ ଶୀତରେ କିପରି କରିବେ ବାଦାମର ସେବନ, ୮୦ ପ୍ରତିଶତ ଲୋକ କରିଥାନ୍ତି ଏହି ଭୁଲ୍?
- ଦିଲ୍ଲୀ ବାୟୁ ପ୍ରଦୂଷଣର କାରଣ କହିଲେ ସିଏକ୍ୟୁଏମ
- ବାନ୍ଧବୀଙ୍କ ପଡୋଶୀକୁ ମାରିବାକୁ ହେୟାର ଡ୍ରାୟରରେ ଭରିଥିଲେ ବିସ୍ଫୋରକ
- ଓଡିଆଙ୍କ ଅନନ୍ୟ ପରମ୍ପରା କାଞ୍ଚିଅଁଳା ନବମୀ, ଘରେ ଘରେ ପୂଜା ହୁଅନ୍ତି ଶୁଖୁଆ ବୋହୁ
- ବୌଦ୍ଧରେ ୨ଟି ମାଓବାଦୀ ଶିବିରରୁ ବହୁ ପରିମାଣର ମାଓ ସାମଗ୍ରୀ ଜବତ
- ଝାଡଖଣ୍ଡରେ ହେମନ୍ତ ହିରୋ
- ଧାନ କିଣା ନେଇ ମିଲର ମାନଙ୍କକୁ କଡ଼ା ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ
Comments are closed.