ନୂଆଦିଲ୍ଲୀ: ଦୁନିଆକୁ ରହସ୍ୟ ଘେରି ରହିଛି । ଏହା ସହିତ ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା କେତେକ ପରମ୍ପରା ଆମକୁ ଆଶ୍ଚର୍ଯ୍ୟଚକିତ କରିଥାଏ । ଏ ଭଳି ଏକ ପରମ୍ପରା ଇଣ୍ଡୋନେସିଆର ଟୋରାଜନ ଜାତିର ଲୋକ ପାଳନ କରିଥାନ୍ତି । ସେମାନେ ମା ନେନେ ଉତ୍ସବରେ ନିଜ ପରିଜନଙ୍କ ୩ ବର୍ଷ ତଳେ ପୋତା ଯାଇଥିବା ଶବକୁ ବାହାର କରିଥାନ୍ତି । ଶବକୁ ସୁସଜ୍ଜିତ କରାଯିବା ସହ ଉପସ୍ଥିତିରେ ଭୋଜି ମଧ୍ୟ ଆୟୋଜନ କରାଯାଇଥାଏ । ଟୋରାଜନ ସମ୍ପ୍ରଦାୟର ବିଶ୍ୱାସ ରହିଛି ମୃତ୍ୟୁ ଜୀବନର ଚରମ ସତ୍ୟ । ଏହା ପରେ ପର୍ଯ୍ୟାୟ କ୍ରମେ ମୃତକର ଦ୍ୱିତୀୟ ଯାତ୍ରା ଆରମ୍ଭ ହୋଇଥାଏ । ଏହି ଯାତ୍ରା ପାଇଁ ସେମାନେ ତାଙ୍କ ନିଜ ଲୋକଙ୍କ ଶବକୁ ଭଲ ଭାବେ ବେଶ ଭୂଷା କରିଥାନ୍ତି ।
ଲୋକକଥା ଅନୁସାରେ ଥରେ ଜଣେ ଶିକାରୀ ଜଙ୍ଗଲ ମଧ୍ୟରେ ଏକ ପୋଚାସଢ଼ା ଶବ ଦେଖିଲା । ଶିକାରୀ ସେହି ଶବକୁ ସଫା ସୁତୁରା କରିବା ସହ ସୁସଜ୍ଜିତ କରିଥିଲା । ଏହା ପର ଉକ୍ତ ଶିକାରୀର ଜୀବନର ଗତିପଥ ବଦଳି ଯାଇଥିଲା । ସେବେ ଠାରୁ ଏହି ପରମ୍ପରା ଚାଲି ଆସୁଛି ।
BREAKING NEWS
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
Comments are closed.