ବାଲେଶ୍ୱର: ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ତା ବ୍ଲକ୍ ଅନ୍ତର୍ଗତ କରୁଆ ଗ୍ରାମ ପଞ୍ଚାୟତର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରାଯାଇଛି । ନିକଟରେ ଏହି ଅଞ୍ଚଳରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
ଏହି ୫ ଅଞ୍ଚଳ ମଧ୍ୟରେ ରହିଛି- ଦେବେନ୍ଦ୍ର ଗିରି ଛକ, କରୁଆ ପ୍ରାଥମିକ ବିଦ୍ୟାଳୟ ଛକ, ଗଙ୍ଗାଧର ସାହୁ ଛକ, ଦାସ ସାହି ଛକ ଓ କାଇ ସ୍ମିଲି ଛକ ।
ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ।
Comments are closed.