Latest Odisha News

BREAKING NEWS

ବ୍ରହ୍ମପୁରରେ ସେରୋଲୋଜିକାଲ ସର୍ଭେ ଆରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ (ବିଇଏମସି) ପକ୍ଷରୁ ସୋମବାର ଦିନ ଲୋକ ମାନଙ୍କ ମଧ୍ୟରେ କୋଭିଡ-୧୯ ଆଣ୍ଟିବଡି ସ୍ତର ଜାଣିବା ପାଇଁ ସେରୋଲୋଜିକାଲ ସର୍ଭେ ଆରମ୍ଭ କରାଯାଇଛି।

ବିଇଏମସିର ସୂଚନାନୁସାରେ, ୫ ଦିନିଆ ଏହି ସର୍ଭେରେ ବ୍ରହ୍ମପୁରର ସମସ୍ତ ୪୦ ୱାର୍ଡରେ ଉପରେ ଧ୍ୟାନ ଦିଆଯିବ।

ପ୍ରଥମ ଦିନରେ ୫ଟି ଟିମ୍ ୧୦ଟି ୱାର୍ଡରେ ସର୍ଭେ କରିବେ। ଏଥି ସହିତ ସର୍ଭେ ସମୟରେ ପ୍ରାୟ ୨୫୦୦ ଆଣ୍ଟିଜେନ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

Comments are closed.