Latest Odisha News

BREAKING NEWS

ଅଡିଓ ଭାଇରାଲ୍ ଘଟଣା: ୩ ଦିନିଆ ରିମାଣ୍ଡରେ ଅରଟେଲ୍ ଷ୍ଟାଫ୍ ଓ ତାଙ୍କ ସାଙ୍ଗ

ଭୁବନେଶ୍ୱର: ହସ୍ପିଟାଲରେ କୋଭିଡ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଏକ ଅଡିଓ ଭାଇରାଲ୍ ହେବା ଘଟଣାରେ ଗିରଫ ହୋଇଥିବା ଅରଟେଲ୍ କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଓ ତାଙ୍କ ସାଙ୍ଗ ବିଶ୍ୱଜିତ୍ ମହାନ୍ତିଙ୍କୁ ୩ ଦିନିଆ ରିମାଣ୍ଡରେ ନେଉଛି କମିଶନରେଟ୍ ପୋଲିସ ।

ଗତ ସୋମବାର ଦିନ ଏସଡିଜିଏମ୍ କୋର୍ଟରେ ହାଜର ହେବା ପରେ ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ଲାଗି ପୋଲିସ ଅନୁମତି ମାଗିଥିଲା । ପରେ ମଙ୍ଗଳବାର ଦିନ କୋର୍ଟ ପକ୍ଷରୁ ଅନୁମତି ଦିଆଯାଇଛି । ତା’ପରେ ସେମାନଙ୍କୁ ଝାରପଡା ଜେଲକୁ ପଠାଯାଇଥିଲା ।

ଅଧିକ ପଢନ୍ତୁ- ଭାଇରାଲ୍ ଅଡିଓ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ

 

Leave A Reply

Your email address will not be published.