Latest Odisha News

BREAKING NEWS

ବିନୋଦ ପରେ ସୋସିଆଲ ସାଇଟରେ ଟ୍ରେଣ୍ଡ କରୁଛି ଆୟୁଷି ବେବଫା ହେ

ନୂଆଦିଲ୍ଲୀ: ସୋସିଆଲ ସାଇଟରେ କେତେବେଳେ କଣ ଟ୍ରେଣ୍ଡ କରିବା ବୁଝିବା କଷ୍ଟକର ବ୍ୟାପାର । ଏବେ କିଛି ଦିନ ହବ ଅଦ୍ଭୁତ ପ୍ରକାର ଟେଣ୍ଡ ଚାଲିଛି । ସୋନମ ଗୁପ୍ତା ବେବଫା ପରେ ହଠାତ୍ ଟ୍ରେଣ୍ଡ କରିଥିଲା ବିନୋଦ । ଏହା ବିଷୟରେ କେହି କିଛି ଜାଣି ନ ଥିଲେ ସୁଦ୍ଧା ଏହା ଟ୍ରେଣ୍ଡ କରିଥିଲା । ଏବେ ଚର୍ଚ୍ଚାରେ ରହିଛି ଆୟୁଷି ବେବଫା ହେ ।

ଏହି ବିଷୟରେ ତନାଘନା କରିବା ପରେ ଜଣାପଡିଲା ଯେ, ଆୟୁଷି ନାମରେ ଜଣେ ଯୁବକ ଏକ ଫେକ୍ ଆକାଂଉଟ ଖୋଲିଥିଲା । ବାସ୍ ଏତିକି ଜାଣିବା ପରେ ଆୟୁଷି ବେବଫା ହେ ଟ୍ରେଣ୍ଡ ଜୋର ଧରିଥିଲା । ପ୍ରତ୍ୟେକ ଦିନ ଏ ନେଇ ସୋସିଆଲ ସାଇଟ ୟୁଜର୍ସ ମଜା ଉଠାଇବା ସହ ଆଉ କିଛି ମଜାଦାର ମେମ୍ସ ଯୋଡି ଦେଉଛନ୍ତି ।

Leave A Reply

Your email address will not be published.