ଭୁବନେଶ୍ୱର: କେବେ ଫଳରେ ପ୍ରସ୍ତୁତ ବାଦ୍ୟଯନ୍ତ୍ର ବିଷୟରେ ଶୁଣିଛନ୍ତି କି ? ଆଉ ଯଦି ଶୁଣିଛନ୍ତି, କେବେ ସେଥିରେ ବଜାଇଛନ୍ତି କି ? ଆପଣଙ୍କ ଉତ୍ତର ଯଦି ନା, ତେବେ ଏହି ଭିଡିଓ ଉପରେ ଟିକେ ନଜର ପକାନ୍ତୁ । ତରଭୁଜ ଓ କିୱି ଭଳି ଫଳରେ ଇଲୋକ୍ଟ୍ରୋନିକ୍ ସ୍ୱର ଉତ୍ପନ୍ନ କରି ଏହି ବ୍ୟକ୍ତି ଜଣକ ଚର୍ଚ୍ଚାରେ ରହିଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ବହୁଳମାତ୍ରାରେ ଲୋକେ ସେୟାର କରିଛନ୍ତି । ଏକ ମିନିଟର ଭିଡିଓରେ ମେଜେର୍ଗ ନାମକ ଜଣେ ବ୍ୟକ୍ତି କିଛି ତରଭୂଜ ଖଣ୍ଡ ଓ କିୱି ଜରିଆରେ ଇଲୋକ୍ଟ୍ରୋନିକ୍ ଶବ୍ଦ ବାହାର କରିବାରେ ସଫଳ ହୋଇଛନ୍ତି । ଫଳଗୁଡିକ ତାର ଜରିଆରେ ଏକ ମେଟାଲ ବୋର୍ଡ ସହ ସଂଯୁକ୍ତ । ଯାହା ଏକ ଲାପଟପ ସହ ଜଡିତ । ଅନ୍ୟପଟେ ପାଦ ପାଖେ ଏକ ଡ୍ରମ୍ ସେଟ୍ଅପ୍ ବି ରହିଛି । ତେବେ ଫଳରୁ ଶବ୍ଦ ବାହାର କରିବା ପାଇଁ ମେଜେର୍ଗ ପ୍ଲେଟ୍ରୋନିକା ର ସହାୟତା ନେଇଛନ୍ତି ।
BREAKING NEWS
- ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମହାପ୍ରଭୁ: ଗଜପତିଙ୍କୁ ଖୁସି ଖବର ଦେବାକୁ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ‘ରାଜପ୍ରସାଦ ବିଜେ’ ନୀତି
- Chicken Neck Concern: ଆତଙ୍କୀଙ୍କ ଟାର୍ଗେଟରେ ଭାରତର ଚିକେନ୍ ନେକ୍!
- ଜେଲ୍ ଗଲେ ଆପେ ଆପେ ଖସିବ ମୁକୁଟ! ସଂସଦରେ ଆସିବ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍, ଛାନିଆରେ ନେତା
- ରାଜ୍ୟରେ ପୁଣି ଏକ ଲଘୁଚାପର ପ୍ରଭାବ: ଆଗାମୀ କିଛି ଦିନ ଧରି ଛେଚିବ ବର୍ଷା, ଏକାଧିକ ଜିଲ୍ଲାକୁ IMDର ସତର୍କ ସୂଚନା
- ଅଦିନିଆ ରଥଯାତ୍ରା ବିବାଦ: ନିଜ ସଂସ୍ଥା ବିରୋଧରେ ଓହ୍ଲାଇଲା ଭୁବନେଶ୍ୱର ଇସ୍କନ, ଜିଦ୍ ଛାଡ଼ିବାକୁ GBCକୁ ନିବେଦନ
- Delhi Police Strike: ଦିଲ୍ଲୀ ପୋଲିସର ବଡ଼ ସଫଳତା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୩ ଶାର୍ପ ଶୁଟର ଗିରଫ, ଟାର୍ଗେଟ କିଲିଂ ଷଡଯନ୍ତ୍ରର ପର୍ଦ୍ଦାଫାଶ
- ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍: ସିଆରପି ଛକ ଓଭରବ୍ରିଜ୍ରେ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ
- ବ୍ରହ୍ମପୁରରେ ଦାଦାଗିରିର ଚରମ ସୀମା: ଦଳିତ ଯୁବକଙ୍କୁ ବନ୍ଦ କୋଠରୀରେ ୩ ଦିନ କାଳ ଅମାନୁଷିକ ନିର୍ଯାତନା
- ପୁରୀ ରଥଯାତ୍ରାରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ: ୧୫ କମ୍ପାନୀ ଯବାନ ସମ୍ଭାଳିବେ ମହାପ୍ରଭୁଙ୍କ ସୁରକ୍ଷା ବ୍ୟବସ୍ଥା
- ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍ପି;ଗୁଡାରୀକୁ ରେଳ ସଂଯୋଗ ପାଇଁ…
Comments are closed.