Latest Odisha News

ବଦଳିଲା ଭୁବନେଶ୍ୱରର ପାସପୋର୍ଟ ସେବା କେନ୍ଦ୍ରର ଠିକଣା, ଜାଣନ୍ତୁ ନୂଆ ଠିକଣା

ଭୁବନେଶ୍ୱର: ସୋମବାରଠାରୁ ଭୁବନେଶ୍ୱରର ପାସପୋର୍ଟ ସେବା କେନ୍ଦ୍ରକୁ ନୂଆ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଭୁବନେଶ୍ବର ରସୁଲଗଡ଼ସ୍ଥିତ ଓଡିସା ବିଜନେସ୍ ସେଣ୍ଟର କୋଠାରେ ଥିବା ପ୍ଲଟ୍ ନଂ ୩୦,୩୧/୯୮୨ରେ ପାସପୋର୍ଟ ସେବା କେନ୍ଦ୍ରର ନୂତନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ।

ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଅଧୀନରେ ଥିବା ଭୁବନେଶ୍ବର ୟୁନିଟ୍-୮ ନୟାପଲ୍ଲୀରେ ଥିବା ପାସପୋର୍ଟ ସେବା କେନ୍ଦ୍ରକୁ ସୋମବାରଠାରୁ ରସୁଲଗଡ଼କୁ ସ୍ଥାନାନ୍ତର କରାଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

Leave A Reply

Your email address will not be published.