Latest Odisha News

BREAKING NEWS

ନୟାଗଡରେ ଦୁଇ ଦିନିଆ ସଟଡାଉନକୁ ନେଇ ଦ୍ୱନ୍ଦ; ସ୍ପଷ୍ଟ କଲା ପ୍ରଶାସନ

ନୟାଗଡ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଆସନ୍ତା ସେପ୍ଟେମ୍ବର ୨୮ ଓ ୨୯ରେ ନୟାଗଡ ସହରରେ ଦୁଇ ଦିନିଆ ସଟଡାଉନ୍ ଲାଗୁ ହେବ ବୋଲି ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ଖାରଜ କରିଛନ୍ତି ନୟାଗଡ ପ୍ରଶାସନ ।

ଏସମ୍ପର୍କରେ ନୟାଗଡ ଜିଲ୍ଲାପାଳଙ୍କ ପକ୍ଷରୁ ଏକ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

 

 

Leave A Reply

Your email address will not be published.