ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ ବିଜେପିରେ ଯୋଗ ଦେବା ପରେ କମଲନାଥ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମୋ ଜୀବନରେ ଦୁଇଟି ତାରିଖ ୩୦ ସେପ୍ଟେମ୍ବର ଓ ୧୦ ମାର୍ଚ୍ଚ ୨୦୨୦ ବେଶ୍ ମହତ୍ୱପୂର୍ଣ୍ଣ । ୩୦ ମାର୍ଚ୍ଚରେ ବାପାଙ୍କୁ ହରାଇଥିବା ବେଳେ ୧୦ ମାର୍ଚ୍ଚରେ କଂଗ୍ରେସ ଛାଡି ଏକ ବଡ ନିର୍ଣ୍ଣୟ ନେଇଛି ।
ସେ କହିଛନ୍ତି ଯେ, କଂଗ୍ରେସ ଦଳ ଆଉ ପୂର୍ବ ଭଳି ନାହିଁ । ସେ ବାସ୍ତବିକତାକୁ ଗ୍ରହଣ କରୁନାହିଁ । ନୂଆ ନେତୃତ୍ୱଙ୍କୁ କଂଗ୍ରେସ ସୁଯୋଗ ଦେଉନାହିଁ । ସରକାର ଗଢ଼ିବା ପରେ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି । ଏଭଳି ଦଳରେ ରହି ଜନସେବା କରିହେବ ନାହିଁ ବୋଲି ସିନ୍ଧିଆ କହିଛନ୍ତି । ଏହାସହ ବିଜେପିରେ ସାମିଲ ହୋଇ ଦେଶ ପାଇଁ ସେବା କରିପାରିବି ବୋଲି କହିଛନ୍ତି ସିନ୍ଧିଆ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା ଜାତୀୟ ସ୍ତରରେ ଏକ ନୂଆ ମଞ୍ଚ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଜ୍ୟୋତିରାଦିତ୍ୟ ।
BREAKING NEWS
- Pakistan-based terrorists:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଡିଜିଟାଲ୍ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ;ଗୁପ୍ତ ବାର୍ତ୍ତା ପଠାଇବା ପାଇଁ ଅଶ୍ଳୀଳ ଆପ୍ ଏବଂ ଏନକ୍ରିପ୍ଟେଡ୍ ଆପ୍…
- କ୍ୟାନସର ରୋଗୀଙ୍କ ପାଇଁ କିପରି ହେବ ଖାଦ୍ୟପେୟ? ଚିକିତ୍ସା ବେଳେ ସଠିକ୍ ଆହାର ଯୋଗାଇବ ସଞ୍ଜୀବନୀ
- ସମୁଦ୍ର ମଝିରେ ବଡ଼ ଦୁର୍ଘଟଣା: ଓଲଟି ପଡ଼ିଲା ଜାହାଜ: ୭ ମୃତ, ନିଖୋଜ ଅଛନ୍ତି ୨୩ରୁ ଅଧିକ ଯାତ୍ରୀ
- ଗୁଟଖା ବ୍ୟବସାୟ ବନ୍ଦ ହେବ;ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟର ମୌଳିକ କର୍ତ୍ତବ୍ୟ
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂର୍ବତନ ଏଡିସି ମେଜର ରିଷଭଙ୍କ ଅଚାନକ ଅବସର ଘୋଷଣା: ଜାଣନ୍ତୁ ସମ୍ପୂର୍ଣ୍ଣ କାରଣ
- ବର୍ଷକୁ ଦେଢ଼ ଲକ୍ଷ ଟଙ୍କା ଜମା କରି ପାଆନ୍ତୁ ୧ କୋଟି: PPF ଖାତାଧାରୀଙ୍କ ପାଇଁ ଜବରଦସ୍ତ ଟ୍ରିକ୍
- ମଧ୍ୟାହ୍ନ ଭୋଜନ ନାଁରେ ପିଲାଙ୍କ ଜୀବନ ସହ ଖେଳ! ସ୍କୁଲର ଅବସ୍ଥା ଦେଖି ସରକାରଙ୍କୁ ସିଜେପିର ଚେତାବନୀ
- ସାବଧାନ! ଏଣିକି ପ୍ୟାକେଟ୍ ଖାଦ୍ୟରେ ରହିବ ନାଲି ବିପଦ ଚିହ୍ନ: ଜାଣନ୍ତୁ FSSAIର ନୂଆ ନିୟମ
- ନେତ୍ୟାନ୍ୟାହୁଙ୍କ ପୁଅଙ୍କୁ ହତ୍ୟା ଧମକ : ଆମେରିକାରୁ ସ୍ଥାନାନ୍ତର
- Mann ki Baat: ଓଡ଼ିଶାର ମୈଥିଲି ଭୁଏଙ୍କୁ ମୋଦିଙ୍କ ପ୍ରଶଂସା

Comments are closed.